ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • wp20 ସଂ ୨ ପୃଷ୍ଠା ୧୬
  • ଈଶ୍ୱରଙ୍କ ରାଜ୍ୟ କʼଣ ?

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଈଶ୍ୱରଙ୍କ ରାଜ୍ୟ କʼଣ ?
  • ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ସର୍ବସାଧାରଣ)—୨୦୨୦
  • ପ୍ରାୟ ସମାନ ଲେଖା
  • ଈଶ୍ୱରଙ୍କ ରାଜ୍ୟ ବିଷୟରେ ସତ୍ୟ
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ସର୍ବସାଧାରଣ)—୨୦୨୦
  • “ତୁମ୍ଭର ରାଜ୍ୟ ଆସୁ”​—ଲକ୍ଷ ଲକ୍ଷ ଲୋକଙ୍କ ପ୍ରାର୍ଥନା
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ସର୍ବସାଧାରଣ)—୨୦୨୦
  • ପରମେଶ୍ୱରଙ୍କ ରାଜ୍ୟ ଶାସନ କରେ
    ଜ୍ଞାନ ଯାହା ଅନନ୍ତ ଜୀବନଆଡ଼କୁ ପରିଚାଳିତ କରେ
  • ଏବେଠୁ ଈଶ୍ୱରଙ୍କ ରାଜ୍ୟକୁ ସହଯୋଗ କରନ୍ତୁ !
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ସର୍ବସାଧାରଣ)—୨୦୨୦
ଆହୁରି ଦେଖନ୍ତୁ
ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ସର୍ବସାଧାରଣ)—୨୦୨୦
wp20 ସଂ ୨ ପୃଷ୍ଠା ୧୬

ଈଶ୍ୱରଙ୍କ ରାଜ୍ୟ କʼଣ ?

ଜଣେ ବ୍ୟକ୍ତି ସରକାରୀ ବିଲ୍‌ଡିଙ୍ଗ ସାମନାରେ ବସି ବାଇବଲ ପଢ଼ୁଛନ୍ତି ।

ଅନେକ ଲୋକ ପ୍ରାର୍ଥନା କରନ୍ତି ଯେ ଈଶ୍ୱରଙ୍କ ରାଜ୍ୟ ଆସୁ । କିନ୍ତୁ କʼଣ କେବେ ଆପଣ ଭାବିଛନ୍ତି ଯେ ଈଶ୍ୱରଙ୍କ ରାଜ୍ୟ କʼଣ ଓ ଏହା କʼଣ କରିବ ?

ଧ୍ୟାନ ଦିଅନ୍ତୁ ଯେ ବାଇବଲ କʼଣ କହେ:

  • ଈଶ୍ୱରଙ୍କ ରାଜ୍ୟ କʼଣ ?

    ଏହା ସ୍ୱର୍ଗରୁ ଶାସନ କରିବାକୁ ଯାଉଥିବା ଗୋଟିଏ ସରକାର ଅଟେ, ଯାହାର ରାଜା ଯୀଶୁ ଖ୍ରୀଷ୍ଟ ଅଟନ୍ତି ।—ଯିଶାଇୟ ୯:୬, ୭; ମାଥିଉ ୫:୩; ଲୂକ ୧:୩୧-୩୩.

  • ଈଶ୍ୱରଙ୍କ ରାଜ୍ୟ କʼଣ କରିବ ?

    ଏହା ସମସ୍ତ ଦୁଷ୍ଟତାକୁ ଦୂର କରିଦେବ ଓ ପୃଥିବୀରେ ପ୍ରକୃତ ଶାନ୍ତି ଆଣିବ ।—ଦାନିୟେଲ ୨:୪୪; ମାଥିଉ ୬:୧୦.

  • ଈଶ୍ୱରଙ୍କ ରାଜ୍ୟର ଅନ୍ୱେଷଣ କରିବାର ଅର୍ଥ କʼଣ ?

    ଏହାର ଅର୍ଥ ହେଉଛି ଯେ ଆମେ ଏହି ରାଜ୍ୟକୁ ପୂରାପୂରି ସହଯୋଗ ଦେବା ଓ ଭରସା ରଖିବା ଯେ କେବଳ ଏହି ରାଜ୍ୟ ପୃଥିବୀରେ ଈଶ୍ୱରଙ୍କ ଇଚ୍ଛା ପୂରା କରିବ ।—ମାଥିଉ ୬:୩୩; ୧୩:୪୪.

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ