ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb17 ନଭେମ୍ବର ପୃଷ୍ଠା ୨
  • ‘ଯିହୋବାଙ୍କର ଅନ୍ୱେଷଣ କର, ତହିଁରେ ତୁମ୍ଭେମାନେ ବଞ୍ଚିବ’

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ‘ଯିହୋବାଙ୍କର ଅନ୍ୱେଷଣ କର, ତହିଁରେ ତୁମ୍ଭେମାନେ ବଞ୍ଚିବ’
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୭
  • ପ୍ରାୟ ସମାନ ଲେଖା
  • ଅନୁସନ୍ଧାନ ପାଇଁ ପରାମର୍ଶ
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୩
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୭
mwb17 ନଭେମ୍ବର ପୃଷ୍ଠା ୨

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ଆମୋଷ ୧-୯

‘ଯିହୋବାଙ୍କର ଅନ୍ୱେଷଣ କର, ତହିଁରେ ତୁମ୍ଭେମାନେ ବଞ୍ଚିବ’

୫:୬, ୧୪, ୧୫

ଯିହୋବାଙ୍କର ଅନ୍ୱେଷଣ କରିବାର ଅର୍ଥ କʼଣ?

  • ଏହାର ଅର୍ଥ ହେଉଛି, ଆମେ ଲଗାତାର ଯିହୋବାଙ୍କ ବିଷୟରେ ଶିଖିବା ଏବଂ ତାହାଙ୍କ ମାନଦଣ୍ଡଗୁଡ଼ିକ ଅନୁସାରେ ଚାଲିବା

ଯେତେବେଳେ ଇସ୍ରାଏଲୀୟମାନେ ଯିହୋବାଙ୍କର ଅନ୍ୱେଷଣ କରିବାରେ ବିଫଳ ହେଲେ, ସେମାନଙ୍କ ସହିତ କʼଣ ହେଲା?

  • ସେମାନେ ‘ମନ୍ଦକୁ ଘୃଣା କରିବା ଓ ଭଲକୁ ଭଲ ପାଇବା’ ଭୁଲିଗଲେ

  • ସେମାନେ ନିଜକୁ ଖୁସି କରିବାରେ ଅଧିକ ଧ୍ୟାନ ଦେଲେ

  • ସେମାନେ ଯିହୋବାଙ୍କର ମାର୍ଗଦର୍ଶନକୁ ବେଖାତିର କଲେ

    ଜଣେ ଇଏଲୀୟ ଖାଇବା-ପିଇବାରେ ବୁ ରହିଛନ୍ତି

ଯିହୋବା ଆମକୁ କʼଣ ଯୋଗାଇଛନ୍ତି, ଯାହାଫଳରେ ଆମେ ତାହାଙ୍କ ଅନ୍ୱେଷଣ କରିପାରିବା?

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ