ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb18 ଜାନୁୟାରୀ ପୃଷ୍ଠା ୧
  • ପ୍ରଚାର କରିବାର ନମୁନା

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ପ୍ରଚାର କରିବାର ନମୁନା
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୮
  • ଉପଶୀର୍ଷକ
  • ପ୍ରାୟ ସମାନ ଲେଖା
  • ●○○ ପ୍ରଥମ ସାକ୍ଷାତ
  • ○●○ ପ୍ରଥମ ପୁନଃସାକ୍ଷାତ
  • ○○● ଦ୍ୱିତୀୟ ପୁନଃସାକ୍ଷାତ
  • ‘ପ୍ରଚାର କରିବାର ନମୁନାର’ କିପରି ବ୍ୟବହାର କରିବା
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
  • କଥାବାର୍ତ୍ତା କିପରି କରିବା ?
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
  • “କଥାବାର୍ତ୍ତା କିପରି କରିବା ?” ଭାଗରେ ଦିଆଯାଇଥିବା ପରାମର୍ଶ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
  • କଥାବାର୍ତ୍ତା କିପରି କରିବା ?
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
ଆହୁରି ଦେଖନ୍ତୁ
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୮
mwb18 ଜାନୁୟାରୀ ପୃଷ୍ଠା ୧
[ଷ୍ଠାରେ କ୍ୟାପସନ୍‌ ୧]

ଲାଇବେରିଆର ମୋନରୋଭିଆ ସହର ପାଖରେ ପ୍ରଚାର କରାଯାଉଛି

ପ୍ରଚାର କରିବାର ନମୁନା

●○○ ପ୍ରଥମ ସାକ୍ଷାତ

ପ୍ରଶ୍ନ: ପରିବାରର ସମସ୍ୟାଗୁଡ଼ିକୁ ସମାଧାନ କରିବା ପାଇଁ ଆମକୁ କିଏ ଉତ୍ତମ ପରାମର୍ଶ ଦେଇପାରିବ?

ପଦ: ୨ତୀମ ୩:୧୬

ଆର ଥରକୁ: କʼଣ ଏହି ବିଜ୍ଞାନ ଯୁଗରେ ପବିତ୍ର ଶାସ୍ତ୍ରର ପରାମର୍ଶ ଆମକୁ ସାହାଯ୍ୟ କରିପାରିବ?

○●○ ପ୍ରଥମ ପୁନଃସାକ୍ଷାତ

ପ୍ରଶ୍ନ: କʼଣ ଏହି ବିଜ୍ଞାନ ଯୁଗରେ ପବିତ୍ର ଶାସ୍ତ୍ରର ପରାମର୍ଶ ଆମକୁ ସାହାଯ୍ୟ କରିପାରିବ?

ପଦ: ଆୟୁ ୨୬:୭

ଆର ଥରକୁ: ଈଶ୍ୱର ମନୁଷ୍ୟମାନଙ୍କ ପାଇଁ କʼଣ କରିବେ?

○○● ଦ୍ୱିତୀୟ ପୁନଃସାକ୍ଷାତ

ପ୍ରଶ୍ନ: ଈଶ୍ୱର ମନୁଷ୍ୟମାନଙ୍କ ପାଇଁ କʼଣ କରିବେ?

ପଦ: ଦାନି ୨:୪୪

ଆର ଥରକୁ: ସେତେବେଳେ ପୃଥିବୀର ପରିସ୍ଥିତି କିପରି ହେବ?

ଏ ମାସରୁ ଖ୍ରୀଷ୍ଟୀୟ ଜୀବନ ଓ ସେବା ସଭା ପୁସ୍ତିକାରେ ପୂର୍ବ ଭଳି ଆଉ ପ୍ରକାଶନ ଦେବାର ତିନୋଟି ଉପାୟ ଦିଆଯିବ ନାହିଁ। ଏହା ପରିବର୍ତ୍ତେ, ଏହି ପୁସ୍ତିକାରେ ପ୍ରଚାର କରିବାର କିଛି ନମୁନା ଦିଆଯିବ, ଯେଉଁଥିରେ ଏକ ପ୍ରଶ୍ନ, ଏକ ପଦ ଏବଂ ପରବର୍ତ୍ତୀ ସାକ୍ଷାତ ସମୟରେ ଆଲୋଚନା କରିବା ପାଇଁ ଏକ ପ୍ରଶ୍ନ ରହିବ। ପ୍ରତି ସଯ୍ତାହରେ ପ୍ରଚାର କରିବାର ଗୋଟିଏ ହିଁ ଭିଡିଓ ପ୍ରଦର୍ଶନ କରାଯିବ। ପ୍ରତ୍ୟେକ ପ୍ରଚାରକ ନିଜେ ସ୍ଥିର କରିପାରିବେ ଯେ ସେ ‘ଶିକ୍ଷା ଉପକରଣ ବକ୍ସରୁ’ କେଉଁ ପ୍ରକାଶନ ବ୍ୟବହାର କରିବାକୁ ଚାହିଁବେ। [ରାଜ୍ୟସେବା (ହିନ୍ଦୀ) ୭/୧୫ ପୃଷ୍ଠା ୭] ପ୍ରଚାରକ ଚାହିଁଲେ ସେହି ପ୍ରକାଶନକୁ ପ୍ରଥମ ସାକ୍ଷାତରେ କିମ୍ବା ପୁନଃସାକ୍ଷାତ କରିବା ସମୟରେ ଦେଇପାରିବେ। ଏହା ସହିତ, ସଭା ପୁସ୍ତିକାରେ ପରବର୍ତ୍ତୀ ସାକ୍ଷାତ ପାଇଁ ଆହୁରି ଦୁଇଟି ଉପାୟ ଦିଆଯିବ। ଏହି ଉପାୟଗୁଡ଼ିକୁ ଆପଣାଇବା ଦ୍ୱାରା ଆମେ ଏପରି ଲୋକଙ୍କୁ ଶିଖାଇବାର ଦାୟିତ୍ୱ ତୁଲାଇପାରିବା, ‘ଯେଉଁମାନେ ଅନନ୍ତ ଜୀବନ ନିମନ୍ତେ ନିରୂପିତ ହୋଇଛନ୍ତି [“ଭଲ ମନ ରଖନ୍ତି,” NW]।’—ପ୍ରେରି ୧୩:୪୮.

ବିଦ୍ୟାର୍ଥୀ ଭାଗ: ଯଦି କୌଣସି ନିର୍ଦ୍ଦେଶ ଦିଆଯାଇ ନାହିଁ, ତେବେ ବିଦ୍ୟାର୍ଥୀମାନେ ‘ପ୍ରଚାର କରିବାର ନମୁନା’ ଉପରେ ଆଧାରିତ ପ୍ରଦର୍ଶନ ଦେଖାଇବା ଉଚିତ୍‌।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ