ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb18 ଜାନୁୟାରୀ ପୃଷ୍ଠା ୬
  • ଯୀଶୁ ଲୋକମାନଙ୍କୁ ପ୍ରେମ କରୁଥିଲେ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଯୀଶୁ ଲୋକମାନଙ୍କୁ ପ୍ରେମ କରୁଥିଲେ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୮
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୮
mwb18 ଜାନୁୟାରୀ ପୃଷ୍ଠା ୬

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ମାଥିଉ ୮-୯

ଯୀଶୁ ଲୋକମାନଙ୍କୁ ପ୍ରେମ କରୁଥିଲେ

ଗାଲିଲୀରେ ଯୀଶୁ ଯେଉଁ ସେବା କଲେ, ସେବିଷୟରେ ମାଥିଉ ୮ ଓ ୯ ଅଧ୍ୟାୟରେ ଲେଖାଯାଇଛି। ସେଠାରେ ଯେତେବେଳେ ସେ ଲୋକମାନଙ୍କୁ ସୁସ୍ଥ କଲେ, ସେ ଯେ କେବଳ ନିଜ ଶକ୍ତି ଦେଖାଇଲେ ତାʼ ନୁହଁ, ବରଂ ସେ ଦେଖାଇଲେ ଯେ ତାହାଙ୍କ ହୃଦୟରେ ଲୋକଙ୍କ ପ୍ରତି କେତେ ପ୍ରେମ ଓ କରୁଣା ଥିଲା।

  1. [ଷ୍ଠାରେ କ୍ୟାପସନ୍‌ ୬]

    ୧. ଯୀଶୁ ଜଣେ କୁଷ୍ଠ ରୋଗୀକୁ ସୁସ୍ଥ କଲେ।—ମାଥି ୮:୧-୩

  2. ୨. ଯୀଶୁ ଜଣେ ସେନାପତିଙ୍କ ଦାସକୁ ସୁସ୍ଥ କଲେ।—ମାଥି ୮:୫-୧୩

    ସେ ପିତରଙ୍କ ଶାଶୁଙ୍କୁ ସୁସ୍ଥ କଲେ।—ମାଥି ୮:୧୪, ୧୫

    ସେ ଅନେକ ଲୋକଙ୍କୁ ଭୂତ ବା ଦୁଷ୍ଟ ସ୍ୱର୍ଗଦୂତମାନଙ୍କ କବଳରୁ ମୁକ୍ତ କଲେ ଏବଂ ପୀଡ଼ିତ ଲୋକମାନଙ୍କୁ ସୁସ୍ଥ କଲେ।—ମାଥି ୮:୧୬, ୧୭

  3. ୩. ଯୀଶୁ ଅତି ଭୟଙ୍କର ଦୁଷ୍ଟ ସ୍ୱର୍ଗଦୂତମାନଙ୍କୁ ଲୋକଙ୍କ ଶରୀରରୁ ବାହାର କଲେ ଏବଂ ସେମାନଙ୍କୁ ଘୁଷୁରି ପଲ ଭିତରକୁ ପଠାଇଦେଲେ।—ମାଥି ୮:୨୮-୩୨

  4. ୪. ଯୀଶୁ ଜଣେ ପକ୍ଷାଘାତ ରୋଗୀକୁ ସୁସ୍ଥ କଲେ।—ମାଥି ୯:୧-୮

    ସେ ଜଣେ ରୋଗଗ୍ରସ୍ତା ସ୍ତ୍ରୀକୁ ସୁସ୍ଥ କଲେ, ଯିଏ ତାହାଙ୍କ ବସ୍ତ୍ରକୁ ଛୁଇଁଥିଲା। ସେ ଯାଈରସଙ୍କ ମୃତ ଝିଅକୁ ମଧ୍ୟ ଜୀବିତ କଲେ।—ମାଥି ୯:୧୮-୨୬

    ସେ ଦୁଇଜଣ ଅନ୍ଧଙ୍କୁ ଓ ଜଣେ ମୂକ ଲୋକକୁ ସୁସ୍ଥ କଲେ।—ମାଥି ୯:୨୭-୩୪

  5. ୫. ଯୀଶୁ ଗାଁ ଗାଁ ଓ ସହର ସହର ଗଲେ ଏବଂ ସେ ସମସ୍ତ ପ୍ରକାର ରୋଗ ଓ ପୀଡ଼ା ଦୂର କଲେ।—ମାଥି ୯:୩୫, ୩୬

ମୁଁ ସମସ୍ତଙ୍କ ସହିତ ଆହୁରି ପ୍ରେମ ଓ କରୁଣା କିପରି ଦେଖାଇପାରିବି?

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ