ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb18 ଫେବୃୟାରୀ ପୃଷ୍ଠା ୫
  • କିଛି ଲୋକଙ୍କ ହାତରେ ବହୁସଂଖ୍ୟକ ଲୋକଙ୍କୁ ଖୁଆଇବା

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • କିଛି ଲୋକଙ୍କ ହାତରେ ବହୁସଂଖ୍ୟକ ଲୋକଙ୍କୁ ଖୁଆଇବା
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୮
  • ପ୍ରାୟ ସମାନ ଲେଖା
  • ବିଶ୍ୱସ୍ତ ଓ ବୁଦ୍ଧିମାନ ଦାସ କିଏ ?
    ଆଜି କେଉଁମାନେ ଯିହୋବାଙ୍କ ଇଚ୍ଛା ପୂରଣ କରୁଛନ୍ତି ?
  • ଯୀଶୁ ହଜାର ହଜାର ଲୋକଙ୍କୁ ଖୁଆଇଲେ
    ବାଇବଲରୁ ଶିଖନ୍ତୁ ବହୁମୂଲ୍ୟ ଶିକ୍ଷା
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୮
mwb18 ଫେବୃୟାରୀ ପୃଷ୍ଠା ୫

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ମାଥିଉ ୧୪-୧୫

କିଛି ଲୋକଙ୍କ ହାତରେ ବହୁସଂଖ୍ୟକ ଲୋକଙ୍କୁ ଖୁଆଇବା

ଯୀଶୁ ଖ୍ରୀଷ୍ଟ କରିଥିବା ସମସ୍ତ ଆଶ୍ଚର୍ଯ୍ୟକର୍ମ ମଧ୍ୟରୁ ଗୋଟିଏ ଏପରି ଥିଲା, ଯାହା ଚାରୋଟିଯାକ ସୁସମାଚାର ବହିରେ ଲିପିବଦ୍ଧ ହୋଇଛି। ଏହାକୁ ସେ ୩୨ ଖ୍ରୀଷ୍ଟାବ୍ଦରେ ନିସ୍ତାର ପର୍ବର କିଛି ସମୟ ପୂର୍ବେ କରିଥିଲେ।

ଯୀଶୁ ଲୋକମାନଙ୍କୁ ଖୁଆଇବା ପାଇଁ ଯେପରି ବ୍ୟବସ୍ଥା କଲେ, ଆଜି ମଧ୍ୟ ସେ ସତ୍ୟର ଜ୍ଞାନ ଦେବା ପାଇଁ ଠିକ୍‌ ସେହିପରି ବ୍ୟବସ୍ଥା କରିଛନ୍ତି।

୧୪:୧୬-୨୧

  • ଯଦିଓ ଯୀଶୁଙ୍କ ଶିଷ୍ୟମାନଙ୍କ ପାଖରେ କେବଳ ପାଞ୍ଚୋଟି ରୋଟୀ ଓ ଦୁଇଟି ମାଛ ଥିଲା, ତଥାପି ଲୋକସମୂହକୁ ଖୁଆଇବା ପାଇଁ ଯୀଶୁ ସେମାନଙ୍କୁ ଆଜ୍ଞା ଦେଲେ

  • ଯୀଶୁ ସେହି ରୋଟୀ ଓ ମାଛ ନେଲେ ଏବଂ ପ୍ରାର୍ଥନା କରିବା ପରେ ଶିଷ୍ୟମାନଙ୍କୁ ଦେଲେ। ଶିଷ୍ୟମାନେ ସେଗୁଡ଼ିକୁ ଲୋକସମୂହ ମଧ୍ୟରେ ବାଣ୍ଟିଲେ

  • ଆଶ୍ଚର୍ଯ୍ୟର କଥା ଯେ ସମସ୍ତଙ୍କ ପାଇଁ ଯଥେଷ୍ଟ ଭୋଜନ ଥିଲା! ଯୀଶୁ କିଛି ଲୋକ ଅର୍ଥାତ୍‌ ନିଜ ଶିଷ୍ୟମାନଙ୍କ ହାତରେ ହଜାର ହଜାର ଲୋକଙ୍କୁ ଖୁଆଇଲେ

  • ଯୀଶୁ ଭବିଷ୍ୟତବାଣୀ କରିଥିଲେ ଯେ ଶେଷକାଳରେ ସେ “ଯଥା ସମୟରେ ପଡ଼ି” ଅର୍ଥାତ୍‌ ଆଧ୍ୟାତ୍ମିକ ଭୋଜନ ଦେବା ପାଇଁ ଜଣେ ଦାସଙ୍କୁ ନିଯୁକ୍ତ କରିଥାʼନ୍ତେ।—ମାଥି ୨୪:୪୫

  • ୧୯୧୯ ଖ୍ରୀଷ୍ଟାବ୍ଦରେ ସେ “ଆପଣା ପରିଜନମାନଙ୍କୁ [“ନିଜ ଘରର କର୍ମଚାରୀମାନଙ୍କୁ,” NW।]” ଆଧ୍ୟାତ୍ମିକ ଭୋଜନ ଦେବା ପାଇଁ “ବିଶ୍ୱସ୍ତ ଓ ବୁଦ୍ଧିମାନ ଦାସ” ନିଯୁକ୍ତ କଲେ। ଏହି ଦାସ ଅଭିଷିକ୍ତ ଭାଇମାନଙ୍କର ଏକ ଛୋଟ ସମୂହକୁ ସୂଚାଏ

  • ଏହି ଛୋଟ ସମୂହ ମାଧ୍ୟମରେ ଯୀଶୁ ଆଜି ନିଜ ଲୋକମାନଙ୍କୁ ଆଧ୍ୟାତ୍ମିକ ଭୋଜନ ଦେଉଛନ୍ତି, ଯେପରି ସେ ପ୍ରଥମ ଶତାବ୍ଦୀରେ କିଛି ଶିଷ୍ୟମାନଙ୍କ ହାତରେ ବହୁସଂଖ୍ୟକ ଲୋକମାନଙ୍କୁ ଖୁଆଇଥିଲେ

ଯଦି ମୁଁ ଜାଣେ ଯେ ଏହି ସମୂହ ଜରିଆରେ ଯୀଶୁ ଆଧ୍ୟାତ୍ମିକ ଭୋଜନ ଦେଉଛନ୍ତି, ତେବେ ଏହି ସମୂହ ପ୍ରତି ମୁଁ କିପରି ଆଦର ଦେଖାଇପାରିବି?

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ