ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb18 ଏପ୍ରିଲ୍‌ ପୃଷ୍ଠା ୬
  • ମରିଯାଇଥିବା ଆମ ଆତ୍ମୀୟମାନଙ୍କୁ ଜୀବିତ କରିବାର ଶକ୍ତି ଯୀଶୁଙ୍କ ପାଖରେ ଅଛି

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ମରିଯାଇଥିବା ଆମ ଆତ୍ମୀୟମାନଙ୍କୁ ଜୀବିତ କରିବାର ଶକ୍ତି ଯୀଶୁଙ୍କ ପାଖରେ ଅଛି
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୮
  • ପ୍ରାୟ ସମାନ ଲେଖା
  • “ତୁମ୍ଭ ଭାଇ ପୁଣି ଉଠିବ” !
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୩
  • ମରିଯାଇଥିବା ଆମ ସାଙ୍ଗ ଓ ପରିବାର ଲୋକଙ୍କୁ ପୁଣି ଜୀବିତ କରାଯିବ !
    ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ !—ଈଶ୍ୱରଙ୍କଠାରୁ ଶିଖନ୍ତୁ
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୮
mwb18 ଏପ୍ରିଲ୍‌ ପୃଷ୍ଠା ୬

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ମାର୍କ ୫-୬

ମରିଯାଇଥିବା ଆମ ଆତ୍ମୀୟମାନଙ୍କୁ ଜୀବିତ କରିବାର ଶକ୍ତି ଯୀଶୁଙ୍କ ପାଖରେ ଅଛି

୫:୩୮-୪୨

  • ଯେତେବେଳେ ଆମର କେହି ଆତ୍ମୀୟ ମରିଯାʼନ୍ତି, ଆମକୁ ବହୁତ ଦୁଃଖ ଲାଗେ। ଏହାର ଅର୍ଥ ନୁହେଁ ଯେ ଆମଠାରେ ପୁନରୁତ୍ଥାନ ଉପରେ ବିଶ୍ୱାସର ଅଭାବ ରହିଛି (ଆଦି ୨୩:୨)

  • ଯଦି ଆମେ ବାଇବଲରେ ଲିଖିତ ପୁନରୁତ୍ଥାନର ଘଟଣାଗୁଡ଼ିକ ଉପରେ ଚିନ୍ତନ କରିବା, ତେବେ ମରିଯାଇଥିବା ଲୋକମାନଙ୍କୁ ନିଶ୍ଚୟ ଜୀବିତ କରାଯିବ ବୋଲି ଆମର ବିଶ୍ୱାସ ଆହୁରି ମଜବୁତ୍‌ ହେବ

ଯେଉଁମାନେ ଆଜି ମରିଯାଇଛନ୍ତି, ସେମାନଙ୍କ ମଧ୍ୟରୁ ଆପଣ କାହାକୁ ଭେଟିବା ପାଇଁ ଅପେକ୍ଷା କରିଛନ୍ତି?

ଯେତେବେଳେ ଆପଣ ତାଙ୍କୁ ଭେଟିବେ, ସେହି ମୁହୂର୍ତ୍ତ ବିଷୟରେ ଟିକେ ଭାବି ଦେଖନ୍ତୁ। ଆପଣ ନିଜ ମନର ଆଖିରେ କିଭଳି ଦୃଶ୍ୟ ଦେଖୁଛନ୍ତି?

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ