ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ଲୂକ ୧
ମରୀୟମଙ୍କ ଭଳି ନମ୍ର ହୁଅନ୍ତୁ
ମରୀୟମଙ୍କଠାରେ ଏକ ଭଲ ହୃଦୟ ଥିଲା, ତେଣୁ ଯିହୋବା ତାଙ୍କୁ ଏକ ବିଶେଷ ସମ୍ମାନ ଦେଲେ।
୧:୩୮, ୪୬-୫୫
ମରୀୟମଙ୍କ କଥାରୁ କିପରି ଜଣାପଡ଼େ ଯେ . . .
ସେ ନମ୍ର ଥିଲେ?
ଯିହୋବାଙ୍କ ଉପରେ ତାଙ୍କର ଦୃଢ଼ ବିଶ୍ୱାସ ଥିଲା?
ତାଙ୍କଠାରେ ଶାସ୍ତ୍ରର ଜ୍ଞାନ ଥିଲା?
ସେ ଯିହୋବାଙ୍କଠାରେ କୃତଜ୍ଞ ଥିଲେ?