ଅଷ୍ଟ୍ରିଆର ଭିଏନା ସହରରେ ଏକ ବିଶେଷ ଅଧିବେଶନ
ପ୍ରଚାର କରିବାର ନମୁନା
●○○ ପ୍ରଥମ ସାକ୍ଷାତ
ପ୍ରଶ୍ନ: ପତିପତ୍ନୀ ନିଜ ବିବାହ ବନ୍ଧନକୁ କିପରି ମଜବୁତ୍ କରିପାରିବେ?
ପଦ: ଏଫି ୫:୩୩
ଆର ଥରକୁ: ପିତାମାତା ନିଜ ପିଲାଙ୍କୁ ଦାୟିତ୍ୱବାନ ମଣିଷ କରିବା ପାଇଁ କʼଣ କରିପାରିବେ?
○●○ ପ୍ରଥମ ପୁନଃସାକ୍ଷାତ
ପ୍ରଶ୍ନ: ପିତାମାତା ନିଜ ପିଲାଙ୍କୁ ଦାୟିତ୍ୱବାନ ମଣିଷ କରିବା ପାଇଁ କʼଣ କରିପାରିବେ?
ପଦ: ହିତୋ ୨୨:୬
ଆର ଥରକୁ: ଯୁବକଯୁବତୀମାନେ ସମସ୍ୟାଗୁଡ଼ିକଠାରୁ କିପରି ଦୂରେଇ ରହିପାରିବେ?
○○● ଦ୍ୱିତୀୟ ପୁନଃସାକ୍ଷାତ
ପ୍ରଶ୍ନ: ଯୁବକଯୁବତୀମାନେ ସମସ୍ୟାଗୁଡ଼ିକଠାରୁ କିପରି ଦୂରେଇ ରହିପାରିବେ?
ପଦ: ହିତୋ ୪:୫, ୬
ଆର ଥରକୁ: ଦୈନନ୍ଦିନ ଜୀବନରେ ଆବଶ୍ୟକ ହେଉଥିବା ବୁଦ୍ଧି ଆମେ କେଉଁଠୁ ପାଇପାରିବା?