ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb18 ଡିସେମ୍ବର ପୃଷ୍ଠା ୭
  • ‘ନିଜ ବିଷୟରେ ଓ ସମସ୍ତ ପଲ ବିଷୟରେ ସାବଧାନ ହୋଇଥାଅ’

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ‘ନିଜ ବିଷୟରେ ଓ ସମସ୍ତ ପଲ ବିଷୟରେ ସାବଧାନ ହୋଇଥାଅ’
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୮
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୮
mwb18 ଡିସେମ୍ବର ପୃଷ୍ଠା ୭
ଚୀନମାନେ ରାଜ୍ୟଘରେ ଭାଇଭଉଣୀମାନଙ୍କ ସହ କଥା ହେଉଛନ୍ତି

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ପ୍ରେରିତ ୧୯-୨୦

‘ନିଜ ବିଷୟରେ ଓ ସମସ୍ତ ପଲ ବିଷୟରେ ସାବଧାନ ହୋଇଥାଅ’

୨୦:୨୮, ୩୧, ୩୫

ଜଣେ ଭାଇ ହସ୍ପିଟାଲର ବେରେ ବା ବେଳେ ଜଣେ ଚୀନ ଡାକ୍ତରଙ୍କ ସହ କଥା ହେଉଛନ୍ତି

ପ୍ରାଚୀନମାନେ ମନେ ରଖନ୍ତି ଯେ ପଲର ପ୍ରତ୍ୟେକ ମେଷକୁ ଖ୍ରୀଷ୍ଟଙ୍କ ବହୁମୂଲ୍ୟ ରକ୍ତ ଦ୍ୱାରା କିଣାଯାଇଛି । ତେଣୁ ସେମାନେ ପଲକୁ ଖୁଆନ୍ତି, ତାର ରକ୍ଷା କରନ୍ତି ଏବଂ ଯତ୍ନ ନିଅନ୍ତି । ପ୍ରାଚୀନମାନେ ପାଉଲଙ୍କ ଭଳି ପଲର ଦେଖାଶୁଣା କରିବା ପାଇଁ ଅନେକ ତ୍ୟାଗ କରନ୍ତି । ତେଣୁ ଭାଇଭଉଣୀ ସେମାନଙ୍କୁ ହୃଦୟରୁ କୃତଜ୍ଞତା ଦେଖାନ୍ତି ଏବଂ ପ୍ରେମ କରିଥାʼନ୍ତି ।

ନିଜକୁ ପଚାରନ୍ତୁ, ‘ମୁଁ ନିଜ ମଣ୍ଡଳୀର ପ୍ରାଚୀନମାନଙ୍କ କଠିନ ପରିଶ୍ରମ ପାଇଁ କିପରି କୃତଜ୍ଞତା ଦେଖାଇପାରିବି?’

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ