ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb19 ଜୁଲାଇ ପୃଷ୍ଠା ୬
  • ଈଶ୍ୱରଙ୍କ ଉପାସନା ନା ଧନ ସମ୍ପତ୍ତି ?

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଈଶ୍ୱରଙ୍କ ଉପାସନା ନା ଧନ ସମ୍ପତ୍ତି ?
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
mwb19 ଜୁଲାଇ ପୃଷ୍ଠା ୬

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ୧ ତୀମଥି ୪-୬

ଈଶ୍ୱରଙ୍କ ଉପାସନା ନା ଧନ ସମ୍ପତ୍ତି ?

୬:୬-୧୦

ତଳେ ଦିଆଯାଇଥିବା ପଦଗୁଡ଼ିକରୁ କିପରି ଜଣାପଡ଼େ ଯେ ଧନ ସମ୍ପତ୍ତି ପଛରେ ଧାଇଁବା ପରିବର୍ତ୍ତେ ଈଶ୍ୱରଙ୍କ ଉପାସନାରେ ସମୟ ଦେଲେ ଆମକୁ ଅଧିକ ଖୁସି ମିଳିବ ?

  • ଜଣେ ଭଉଣୀ ପୂର୍ଣ୍ଣ ସମୟର ସେବାରେ ବା ସମୟରେ ସେବା କରିବାର ଯେତେସବୁ ସୁଯୋଗ ପାଇଛନ୍ତି, ସେଗୁକର ଫଟୋ ଏକ ବୋର୍ଡରେ ରଖୁଛନ୍ତି

    ଯେଉଁମାନେ ପୂର୍ଣ୍ଣ ସମୟର ସେବା କରିବାର ନିଷ୍ପତ୍ତି ନିଅନ୍ତି, ସେମାନଙ୍କୁ ଅନେକ ଆଶିଷ ମିଳେ

    ଉପ ୫:୧୦

  • ଉପ ୫:୧୨

  • ମାଥି ୫:୩

  • ପ୍ରେରି ୨୦:୩୫

ଆମେ ଈଶ୍ୱରଙ୍କ ଉପାସନା କରିବା ସଙ୍ଗେ ସଙ୍ଗେ କାହିଁକି ଧନ ସମ୍ପତ୍ତି ଠୁଳ କରିପାରିବା ନାହିଁ ? (ମାଥି ୬:୨୪)

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ