ନ୍ୟୁ ୟର୍କର ୱାଲକିଲ ବୈଥେଲରେ ଭାଇଭଉଣୀମାନେ କଠିନ ପରିଶ୍ରମ କରୁଛନ୍ତି
ପ୍ରଚାର କରିବାର ନମୁନା
●○○ ପ୍ରଥମ ସାକ୍ଷାତ
ପ୍ରଶ୍ନ: କʼଣ ଏପରି ସମୟ କେବେ ଆସିବ, ଯେବେ କେହି ରୋଗରେ ପଡ଼ିବେ ନାହିଁ ?
ପଦ: ଯିଶା ୩୩:୨୪
ଆର ଥରକୁ: ପୃଥିବୀରେ ଖାଦ୍ୟ ଅଭାବର ସମସ୍ୟାର କିପରି ସମାଧାନ ହେବ ?
○●○ ପ୍ରଥମ ପୁନଃସାକ୍ଷାତ
ପ୍ରଶ୍ନ: ପୃଥିବୀରେ ଖାଦ୍ୟ ଅଭାବର ସମସ୍ୟାର କିପରି ସମାଧାନ ହେବ ?
ପଦ: ଗୀତ ୭୨:୧୬
ଆର ଥରକୁ: ମରିଯାଇଥିବା ଆମ ଆତ୍ମୀୟମାନଙ୍କୁ କʼଣ ପୁଣିଥରେ କେବେ ଦେଖିପାରିବା ?
○○● ଦ୍ୱିତୀୟ ପୁନଃସାକ୍ଷାତ
ପ୍ରଶ୍ନ: ମରିଯାଇଥିବା ଆମ ଆତ୍ମୀୟମାନଙ୍କୁ କʼଣ ପୁଣିଥରେ କେବେ ଦେଖିପାରିବା ?
ପଦ: ଯୋହ ୫:୨୮, ୨୯
ଆର ଥରକୁ: ଆମେ କାହିଁକି ଭରସା କରିପାରିବା ଯେ ବାଇବଲର ପ୍ରତିଜ୍ଞାଗୁଡ଼ିକ ନିଶ୍ଚୟ ପୂରଣ ହେବ ?