ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ପ୍ରକାଶିତ ବାକ୍ୟ ୧୩-୧୬
ଭୟଙ୍କର ପଶୁଗୁଡ଼ିକୁ ଡରନ୍ତୁ ନାହିଁ
୧୩:୧, ୨, ୧୧, ୧୫-୧୭
ପ୍ରକାଶିତ ବାକ୍ୟ ୧୩ ଅଧ୍ୟାୟରେ କୁହାଯାଇଥିବା ପଶୁଗୁଡ଼ିକ କାହାକୁ ଦର୍ଶାଏ ? ଏହାର ଉତ୍ତର ଜାଣିଲେ ଆମେ ସେମାନଙ୍କୁ ଡରିବା ନାହିଁ । ନା ସେମାନଙ୍କୁ ଆଦର ସମ୍ମାନ କରିବା ଏବଂ ସମର୍ଥନ କରିବା, ଠିକ୍ ଯେପରି ଦୁନିଆର ଲୋକେ କରିଥାʼନ୍ତି ।
କେଉଁ ପଶୁ କାହାକୁ ଦର୍ଶାଏ ମେଳ କରନ୍ତୁ
ପଶୁ
ସର୍ପ—ପ୍ରକା ୧୩:୨
ଦଶ ଶୃଙ୍ଗ ଓ ସପ୍ତ ମସ୍ତକ ଥିବା ପଶୁ—ପ୍ରକା ୧୩:୧, ୨
ମେଷଶାବକ ପରି ଦୁଇଟି ଶୃଙ୍ଗ ଥିବା ପଶୁ—ପ୍ରକା ୧୩:୧୧
ପଶୁର ପ୍ରତିମା—ପ୍ରକା ୧୩:୧୫
ଶକ୍ତି
ବ୍ରିଟେନ-ଆମେରିକା ବିଶ୍ୱଶକ୍ତି
ଜାତି ସଂଘ ଏବଂ ଏହାଠାରୁ ଉତ୍ପନ୍ନ ହୋଇଥିବା ମିଳିତ ଜାତି ସଂଘ
ଶୟତାନ
ଈଶ୍ୱରଙ୍କୁ ବିରୋଧ କରୁଥିବା ସବୁ ସରକାର