ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb19 ଡିସେମ୍ବର ପୃଷ୍ଠା ୬
  • “ଦେଖ ! ଆମ୍ଭେ ସମସ୍ତ ବିଷୟ ନୂତନ କରୁଅଛୁ”

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • “ଦେଖ ! ଆମ୍ଭେ ସମସ୍ତ ବିଷୟ ନୂତନ କରୁଅଛୁ”
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
  • ପ୍ରାୟ ସମାନ ଲେଖା
  • ଯିହୋବା ପୃଥିବୀରେ ଜୀବନର ଆରମ୍ଭ କରନ୍ତି
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
  • ଏକ ଶାନ୍ତିମୟ ନୂତନ ପୃଥିବୀରେ ଜୀବନ
    ଏକ ଶାନ୍ତିମୟ ନୂତନ ପୃଥିବୀରେ ଜୀବନ
  • ଭବିଷ୍ୟତ ବିଷୟରେ ସତ୍ୟ
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ସର୍ବସାଧାରଣ)—୨୦୨୦
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
mwb19 ଡିସେମ୍ବର ପୃଷ୍ଠା ୬
ନୂତନ ଯିରୂଶାଲମର ପାଚେରୀ ସୂର୍ଯ୍ୟକାନ୍ତମଣି ନିର୍ମିତ ଏବଂ ସହରଟି ନିର୍ମଳ କାଚ ପରି ଶୁଦ୍ଧ ସୁବର୍ଣ୍ଣ ନିର୍ମିତ

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ପ୍ରକାଶିତ ବାକ୍ୟ ୨୦-୨୨

“ଦେଖ ! ଆମ୍ଭେ ସମସ୍ତ ବିଷୟ ନୂତନ କରୁଅଛୁ”

୨୧:୧-୫

ଯିହୋବା ସମସ୍ତ ବିଷୟ ନୂତନ କରିବାକୁ ପ୍ରତିଜ୍ଞା କରିଛନ୍ତି ।

  • “ଏକ ନୂତନ ଆକାଶମଣ୍ଡଳ”: ଏପରି ଏକ ସରକାର ଯାହା ଏ ପୃଥିବୀରେ ଉତ୍ତମ ପରିସ୍ଥିତି ଆଣିବ

  • “ଏକ ନୂତନ ପୃଥିବୀ”: ଏପରି ଏକ ସମାଜ ଯାହା ଈଶ୍ୱରଙ୍କ ଶାସନର ଅଧୀନରେ ରହିବ ଏବଂ ଲୋକେ ଈଶ୍ୱରଙ୍କ ଧାର୍ମିକତାର ମାନଦଣ୍ଡଗୁଡ଼ିକ ଅନୁଯାୟୀ ଜୀବନଯାପନ କରିବେ

  • “ସମସ୍ତ ବିଷୟ ନୂତନ”: ପ୍ରତ୍ୟେକ ପ୍ରକାରର ଶାରୀରିକ, ମାନସିକ ଓ ଦୁଃଖଭରା ସ୍ମୃତିଗୁଡ଼ିକ ଆଉ ମନେ ପଡ଼ିବ ନାହିଁ । ଦିନ ପରେ ଦିନ ଯେପରି ବିତି ଚାଲିବ, ଲୋକେ ମଧୁର ସ୍ମୃତିଗୁଡ଼ିକର ଆନନ୍ଦ ନେବେ

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ