ଅବ୍ରହାମ ଯୁବା ଇସ୍ହାକଙ୍କୁ ଯିହୋବାଙ୍କ ବିଷୟରେ ଶିଖାଉଛନ୍ତି
ପ୍ରଚାର କରିବାର ନମୁନା
●○○ ପ୍ରଥମ ସାକ୍ଷାତ
ପ୍ରଶ୍ନ: ଆମେ କିପରି ଜାଣିପାରିବା ଯେ ଭବିଷ୍ୟତରେ କʼଣ ହେବ ?
ପଦ: ଯିଶା ୪୬:୧୦
ଆର ଥରକୁ: ବାଇବଲର କେଉଁ ଭବିଷ୍ୟତବାଣୀଗୁଡ଼ିକ ଆଜି ପୂରଣ ହେଉଛି ?
○●○ ପ୍ରଥମ ପୁନଃସାକ୍ଷାତ
ପ୍ରଶ୍ନ: ବାଇବଲର କେଉଁ ଭବିଷ୍ୟତବାଣୀଗୁଡ଼ିକ ଆଜି ପୂରଣ ହେଉଛି ?
ପଦ: ୨ତୀମ ୩:୧-୫
ଆର ଥରକୁ: ଇଶ୍ୱରଙ୍କ ପ୍ରତିଜ୍ଞା ଅନୁସାରେ ଆମକୁ ଭବିଷ୍ୟତରେ କେଉଁସବୁ ଆଶିଷ ମିଳିବ ?
○○● ଦ୍ୱିତୀୟ ପୁନଃସାକ୍ଷାତ
ପ୍ରଶ୍ନ: ଇଶ୍ୱରଙ୍କ ପ୍ରତିଜ୍ଞା ଅନୁସାରେ ଆମକୁ ଭବିଷ୍ୟତରେ କେଉଁସବୁ ଆଶିଷ ମିଳିବ ?
ପଦ: ଯିଶା ୬୫:୨୧-୨୩
ଆର ଥରକୁ: ଈଶ୍ୱରଙ୍କ ପ୍ରତିଜ୍ଞାଗୁଡ଼ିକୁ ପୂରଣ କରିବାରେ ତାହାଙ୍କ ପୁତ୍ର କʼଣ ଭୂମିକା ତୁଲାଇବେ ?