ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ଯାତ୍ରା ପୁସ୍ତକ ୨୯-୩୦
ଯିହୋବାଙ୍କ କାମ ପାଇଁ ଦାନ
୩୦:୧୧-୧୬
ଯେତେବେଳେ ପବିତ୍ର ତମ୍ବୁ ନିର୍ମାଣ କରାଯାଉଥିଲା, ସେତେବେଳେ ଧନୀ ହୁଅନ୍ତୁ ଅବା ଗରିବ ସମସ୍ତଙ୍କ ପାଖରେ ସୁଯୋଗ ଥିଲା ଯେ ସେମାନେ ଏଥିପାଇଁ ଦାନ ଦେଇପାରିବେ । ଆଜି ଆମେ ଯିହୋବାଙ୍କ ଉପାସନା ସହ ଜଡ଼ିତ କାମଗୁଡ଼ିକରେ କିପରି ସହଯୋଗ କରିପାରିବା ? ଗୋଟିଏ ଉପାୟ ହେଉଛି, ଯେଉଁ ନିର୍ମାଣ କାମଗୁଡ଼ିକ ଯିହୋବାଙ୍କ ଉପାସନା ଉଦ୍ଦେଶ୍ୟରେ କରାଯାଉଛି, ସେଗୁଡ଼ିକ ପାଇଁ ଦାନ ଦେଇ । ଏଥିରେ ରାଜ୍ୟଘର, ସମ୍ମିଳନୀ ଭବନ, ଅନୁବାଦ କାର୍ଯ୍ୟାଳୟ ଓ ବୈଥେଲ ସାମିଲ୍ ରହିଛି ।
ଦାନ ଦେବା ବିଷୟରେ ଆମେ ଏ ପଦଗୁଡ଼ିକରୁ କʼଣ ଶିଖିପାରିବା ?
୧ବଂଶା ୨୯:୫
ମାର୍କ ୧୨:୪୩, ୪୪
୧କରି ୧୬:୨