ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb21 ଜାନୁୟାରୀ ପୃଷ୍ଠା ୧୬
  • କʼଣ ଆପଣ ମାର୍ଚ୍ଚ କିମ୍ବା ଏପ୍ରିଲ୍‌ରେ ସହଯୋଗୀ ଅଗ୍ରଦୂତ ସେବା କରିବେ ?

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • କʼଣ ଆପଣ ମାର୍ଚ୍ଚ କିମ୍ବା ଏପ୍ରିଲ୍‌ରେ ସହଯୋଗୀ ଅଗ୍ରଦୂତ ସେବା କରିବେ ?
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
mwb21 ଜାନୁୟାରୀ ପୃଷ୍ଠା ୧୬
କିଛି ଚାରକ ରାଜ୍ୟଘରୁ କାର୍ଟ ନେଇ ଚାର ସେବାରେ ଯାଉଛନ୍ତି ।

“ଖ୍ରୀଷ୍ଟଙ୍କ ପ୍ରେମ ଆମ୍ଭମାନଙ୍କୁ ବଶରେ ରଖି ଚଳାଉଅଛି ।”—୨କରି ୫:୧୪

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

କʼଣ ଆପଣ ମାର୍ଚ୍ଚ କିମ୍ବା ଏପ୍ରିଲ୍‌ରେ ସହଯୋଗୀ ଅଗ୍ରଦୂତ ସେବା କରିବେ ?

କʼଣ ଆପଣ ସ୍ମାରକର ମାସଗୁଡ଼ିକରେ ଅଧିକ ପ୍ରଚାର କରିବାକୁ ଚାହିଁବେ ? (୨କରି ୫:୧୪, ୧୫) ମାର୍ଚ୍ଚ କିମ୍ବା ଏପ୍ରିଲ୍‌ ମାସରେ ପ୍ରଚାରକମାନେ ଚାହିଁଲେ ୩୦ କିମ୍ବା ୫୦ ଘଣ୍ଟା ଦେଇ ସହଯୋଗୀ ଅଗ୍ରଦୂତ ସେବା କରିପାରିବେ । ଯଦି ଆପଣ ଏହି ମାସଗୁଡ଼ିକରେ ସହଯୋଗୀ ଅଗ୍ରଦୂତ ସେବା କରିବାକୁ ଚାହାନ୍ତି, ତେବେ ନିଜ ମଣ୍ଡଳୀର ସେବା ସମିତିକୁ ଫର୍ମ ଦିଅନ୍ତୁ । ପ୍ରତି ମାସ ମଣ୍ଡଳୀରେ ଘୋଷଣା କରାଯିବ ଯେ ସେହି ମାସରେ କିଏ ସହଯୋଗୀ ଅଗ୍ରଦୂତ ସେବା କରୁଛନ୍ତି । ଏପରି କଲେ ଅନ୍ୟ ଭାଇଭଉଣୀମାନେ ଅଗ୍ରଦୂତମାନଙ୍କ ସହ ପ୍ରଚାର କରିବାର ଯୋଜନା କରିପାରିବେ, ଯାହାଫଳରେ ସେମାନେ ଘଣ୍ଟା ପୂରା କରିବାରେ ଅଗ୍ରଦୂତମାନଙ୍କୁ ସାହାଯ୍ୟ କରିପାରିବେ । ତେବେ ଆସନ୍ତୁ, ଆମେ ସମସ୍ତେ ସ୍ମାରକର ମାସଗୁଡ଼ିକରେ ଅଧିକ ପ୍ରଚାର କରିବା । ଏପରି କରି ଆମେ ପ୍ରଚାର କରିବାର ଦକ୍ଷତା ଏବଂ ପରସ୍ପରର ଉତ୍ସାହ ବଢ଼ାଇପାରିବା ।—୧ଥେସ ୫:୧୧.

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ