ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb21 ମେ ପୃଷ୍ଠା ୧୬
  • ମଦ ପିଇବା ମାମଲାରେ ବୁଝିବିଚାରି ନିଷ୍ପତ୍ତି ନିଅନ୍ତୁ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ମଦ ପିଇବା ମାମଲାରେ ବୁଝିବିଚାରି ନିଷ୍ପତ୍ତି ନିଅନ୍ତୁ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
  • ପ୍ରାୟ ସମାନ ଲେଖା
  • ମଦ ପିଇବା ବିଷୟରେ ବାଇବଲରେ କʼଣ କୁହାଯାଇଛି ?
    ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ !—ଈଶ୍ୱରଙ୍କଠାରୁ ଶିଖନ୍ତୁ
  • ମଦ ବିଷୟରେ ଈଶ୍ୱରଙ୍କ ଚିନ୍ତାଧାରା ଆପଣାନ୍ତୁ
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୩
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
mwb21 ମେ ପୃଷ୍ଠା ୧୬

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ମଦ ପିଇବା ମାମଲାରେ ବୁଝିବିଚାରି ନିଷ୍ପତ୍ତି ନିଅନ୍ତୁ

‘ମଦ ପିଇବା ପୂର୍ବରୁ ଭାବ ପରିଣାମ ବିଷୟରେ’ ଭିଡିଓର ଏକ ଦୃଶ୍ୟ । ଜଣେ ବ୍ୟକ୍ତିଙ୍କ ହାତରେ ମଦର ଗ୍ଲାସ ଅଛି ଏବଂ ସେଥିରୁ ଏପରି ଏକ ସାପ ବାହାରିଛି, ଯାହାର ମୁନିଆଁ ଦାନ୍ତ ଅଛି ।

ପ୍ରତ୍ୟେକ ଖ୍ରୀଷ୍ଟିୟାନ ମଦ ପିଇବା ମାମଲାରେ ସଂଯମ ରଖିବା ଉଚିତ୍‌ । (ହିତୋ ୨୩:୨୦, ୨୯-୩୫; ୧କରି ୬:୯, ୧୦) ଯଦି ଜଣେ ଖ୍ରୀଷ୍ଟିୟାନ ମଦ ପିଇବାକୁ ଚାହାନ୍ତି, ତେବେ ତାଙ୍କୁ ସୀମା ଭିତରେ ରହି ପିଇବା ଉଚିତ୍‌ । ସେ ମଦ ଉପରେ ଏତେ ନିର୍ଭର ହେବା ଉଚିତ୍‌ ନୁହେଁ ଯେ ସେ ନ ପିଇ ରହିପାରିବେ ନାହିଁ ଏବଂ ଅନ୍ୟମାନଙ୍କ ବିଶ୍ୱାସର ବାଧାର କାରଣ ହେବେ । (୧କରି ୧୦:୨୩, ୨୪; ୧ ତୀମ ୫:୨୩) ଆମେ କାହାରିକୁ ମଧ୍ୟ ମଦ ପିଇବା ପାଇଁ ବାଧ୍ୟ କରିବା ଉଚିତ୍‌ ନୁହେଁ, ବିଶେଷ କରି ଛୋଟ ପିଲାମାନଙ୍କୁ ।

ମଦ ପିଇବା ପୂର୍ବରୁ ଭାବନ୍ତୁ ପରିଣାମ ବିଷୟରେ ନାମକ ହ୍ୱାଇଟ୍‌ବୋର୍ଡ କାର୍ଟୁନ ଦେଖନ୍ତୁ । ତାʼପରେ ଏ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:

  • ମଦ ପିଇବା ମାମଲାରେ ସବୁ ଖ୍ରୀଷ୍ଟିୟାନମାନେ ସରକାରଙ୍କ ନିୟମ କାହିଁକି ମାନିବା ଉଚିତ୍‌ ?—ରୋମୀ ୧୩:୧-୪

  • ଯଦି କେହି ଆମକୁ ମଦ ପିଇବା ପାଇଁ ଚାପ ପକାନ୍ତି, ତେବେ ଆମେ କାହିଁକି ମନା କରିଦେବା ଉଚିତ୍‌ ?—ରୋମୀ ୬:୧୬

  • ମଦ ପିଇବାର ଖରାପ ପରିଣାମରୁ ଆମେ କିପରି ରକ୍ଷା ପାଇପାରିବା ?

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ