ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb21 ଜୁଲାଇ ପୃଷ୍ଠା ୧୬
  • ସାହସୀ ହେବା ବହୁତ କଠିନ ନୁହେଁ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ସାହସୀ ହେବା ବହୁତ କଠିନ ନୁହେଁ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
  • ପ୍ରାୟ ସମାନ ଲେଖା
  • ଯିହୋବା, ଦେ ସାହସ
    ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
  • ଯୁଗାନ୍ତ ଆସିବା ପର୍ଯ୍ୟନ୍ତ ଯିହୋବାଙ୍କ ବିଶ୍ୱସ୍ତ ରହନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
mwb21 ଜୁଲାଇ ପୃଷ୍ଠା ୧୬
ଏକ ଯୁବା ଭଉଣୀ ନିଜ କ୍ଲାସର ଜଣେ ଝିଅକୁ ଟଫୋନ୍‌ରୁ କିଛି ଦେଖାଇ ସାହସର ସହ ସାକ୍ଷ୍ୟ ଦେଉଛନ୍ତି ।

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ସାହସୀ ହେବା ବହୁତ କଠିନ ନୁହେଁ

ଯେଉଁ ବ୍ୟକ୍ତି ସାହସୀ ହୋଇଥାଏ, ତାର ମନୋବଳ ବହୁତ ଦୃଢ଼ ହୋଇଥାଏ ଏବଂ ସେ ଏତେ ଶୀଘ୍ର ହାର ମାନି ନ ଥାଏ । ତାକୁ ମଧ୍ୟ କେବେ କେବେ ଡର ଲାଗେ, ତଥାପି ତାକୁ ଯାହା କରିବାର ଅଛି ସେ କରିଥାଏ । ପ୍ରକୃତ ସାହସ ଯିହୋବାଙ୍କଠାରୁ ମିଳେ । (ଗୀତ ୨୮:୭) ଯୁବକଯୁବତୀମାନେ କିପରି ସାହସୀ ହୋଇପାରିବେ ?

ଭୀରୁ ନ ହୋଇ ସାହସୀ ହୁଅନ୍ତୁ ନାମକ ଭିଡିଓ ଦେଖନ୍ତୁ । ତାʼପରେ ଏ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:

  • ଯୁବକଯୁବତୀମାନଙ୍କୁ କେଉଁ କେଉଁ ପରିସ୍ଥିତିରେ ସାହସ ଦେଖାଇବାକୁ ପଡ଼ିପାରେ ?

  • ବାଇବଲରେ କୁହାଯାଇଥିବା କେଉଁ ଘଟଣାଗୁଡ଼ିକରୁ ଆମକୁ ସାହସ ମିଳିପାରିବ ?

  • ଯଦି ଆମେ ସାହସୀ ହେବା, ତେବେ ଆମକୁ ଏବଂ ଆମକୁ ଦେଖୁଥିବା ଲୋକଙ୍କୁ କʼଣ ଲାଭ ହେବ ?

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ