ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb22 ଜାନୁୟାରୀ ପୃଷ୍ଠା ୬
  • ଅଟଳ ପ୍ରେମ କରିବା ଜାରି ରଖନ୍ତୁ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଅଟଳ ପ୍ରେମ କରିବା ଜାରି ରଖନ୍ତୁ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
  • ପ୍ରାୟ ସମାନ ଲେଖା
  • ରୂତ ଓ ନୟମୀ
    ବାଇବଲରୁ ଶିଖନ୍ତୁ ବହୁମୂଲ୍ୟ ଶିକ୍ଷା
  • ଆପଣଙ୍କ ବାପାମାଆଙ୍କ ଭଲ ଉଦାହରଣ ନ ଥିବା ସତ୍ତ୍ୱେ ଆପଣ ଯିହୋବାଙ୍କ ସେବା କରିପାରିବେ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
mwb22 ଜାନୁୟାରୀ ପୃଷ୍ଠା ୬

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

ଅଟଳ ପ୍ରେମ କରିବା ଜାରି ରଖନ୍ତୁ

[ରୂତ ବହିର ପରିଚୟ ନାମକ ଭିଡିଓ ଦେଖାନ୍ତୁ ।]

ଅର୍ପା ଓ ରୂତଙ୍କୁ ନୟମୀ ମୋୟାବକୁ ଫେରିଯିବା ପାଇଁ କହିଲେ (ରୂତ ୧:୮-୧୩; ପ୍ର୧୬-ହି ୦୨ ପୃ ୧୪ ¶୫)

ରୂତ, ନୟମୀ ଓ ଯିହୋବାଙ୍କୁ ଛାଡ଼ିକି ଯିବା ପାଇଁ ମନା କରିଦେଲେ (ରୂତ ୧:୧୬, ୧୭; ପ୍ର୧୬-ହି ୦୨ ପୃ ୧୪ ¶୬)

ଚିତସମୂହ:⁠୧. ଜଣେ ମା ଓ ତା’ର ଛୋଟ ଝିଅ ଭିଡିଓ କଲ୍‌ରେ ଏକ ଦମ୍ପତିଙ୍କ ସହିତ କଥା ହେଉଛନ୍ତି । ୨. ଗୋଟିଏ ଦମ୍ପତି ମା ଓ ତାଙ୍କ ଛୋଟ ଝିଅଙ୍କ ପାଇଁ ଖାଦ୍ୟ ସ୍ତୁତ କରି ଆଣି ଦେଉଛନ୍ତି ।

ଯେବେ କେହି ବିଶ୍ୱସ୍ତତା, ଗଭୀର ସ୍ନେହ ଓ ସବୁ ପରିସ୍ଥିତିରେ ପରସ୍ପରକୁ ସାହାଯ୍ୟ କରିବାର ଦୃଢ଼ ମନୋଭାବ ଯୋଗୁଁ ପ୍ରେମ କରନ୍ତି, ତେବେ ତାକୁ ଅଟଳ ପ୍ରେମ କହନ୍ତି । ଯିହୋବା ନିଜ ବିଶ୍ୱସ୍ତ ସେବକମାନଙ୍କୁ ଅଟଳ ପ୍ରେମ କରନ୍ତି । (ଗୀତ ୬୩:୩) ଆମେ ମଧ୍ୟ ପରସ୍ପରକୁ ଅଟଳ ପ୍ରେମ କରିବା ଉଚିତ୍‌ ।—ହିତୋ ୨୧:୨୧.

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ