ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb22 ମେ ପୃଷ୍ଠା ୯
  • ଦାଉଦ ଅନ୍ୟମାନଙ୍କୁ ଦୟା ଦେଖାଇଲେ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଦାଉଦ ଅନ୍ୟମାନଙ୍କୁ ଦୟା ଦେଖାଇଲେ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
  • ପ୍ରାୟ ସମାନ ଲେଖା
  • ଯିହୋବାଙ୍କୁ ଭୟ କରନ୍ତୁ, ତାଙ୍କୁ କ୍ରୋଧିତ କରନ୍ତୁ ନାହିଁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
  • ନିଜ ଈଶ୍ୱର ଯିହୋବାଙ୍କଠାରୁ ସାହସ ପାଆନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
  • ଯୋନାଥନ—ଜଣେ ସାହସୀ ଓ ବିଶ୍ୱସ୍ତ ବ୍ୟକ୍ତି
    ବାଇବଲରୁ ଶିଖନ୍ତୁ ବହୁମୂଲ୍ୟ ଶିକ୍ଷା
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
mwb22 ମେ ପୃଷ୍ଠା ୯

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

ଦାଉଦ ଅନ୍ୟମାନଙ୍କୁ ଦୟା ଦେଖାଇଲେ

ଦାଉଦ ଜାଣିବାକୁ ଚେଷ୍ଟା କଲେ ଯେ ସେ କାହା ଉପରେ ଦୟା କରିପାରିବେ (୨ଶାମୁ ୯:୧; ପ୍ର୦୬-ହି ୭/୧ ପୃ ୧୦ ¶୬)

ଦାଉଦ ତୁରନ୍ତ ମଫୀବୋଶତ୍‌କୁ ସାହାଯ୍ୟ କଲେ (୧ଶାମୁ ୨୦:୧୫, ୪୨; ୨ଶାମୁ ୯:୫-୭; ପ୍ର୦୫-ହି ୫/୧୫ ପୃ ୧୭ ¶୧୧)

ଦାଉଦ ସୀବଃକୁ କହିଲେ ଯେ ସେ ମଫୀବୋଶତ୍‌ର ଜମିକୁ ଦେଖାରେଖା କରୁ (୨ଶାମୁ ୯:୯, ୧୦; ପ୍ର୦୨-ହି ୨/୧୫ ପୃ ୧୪ ¶୧୦)

ଜଣେ ବୃଦ୍ଧା ଭଉଣୀ ଜଣେ ଯୁବା ଭଉଣୀଙ୍କୁ କୁଣ୍ଢେଇ ସାନ୍ତନା ଦେଉଛନ୍ତି ।

ଦାଉଦ ଯୋନାଥନକୁ ଯାହା ପ୍ରତିଜ୍ଞା କରିଥିଲେ, ତାହା ସେ ଭୁଲିଲେ ନାହିଁ । ଆମେ ମଧ୍ୟ ଭାଇଭଉଣୀଙ୍କ ଉପରେ ଦୟା କରିବା ଉଚିତ୍‌ ।—ଗୀତ ୪୧:୧, ୨; ହିତୋ ୧୯:୧୭.

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ