ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb22 ମେ ପୃଷ୍ଠା ୧୫
  • “ପ୍ରେମ . . . ଅହଙ୍କାର କରେ ନାହିଁ ”

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • “ପ୍ରେମ . . . ଅହଙ୍କାର କରେ ନାହିଁ ”
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
  • ପ୍ରାୟ ସମାନ ଲେଖା
  • “ପ୍ରେମ . . . ସମସ୍ତ ଭରସା କରେ”
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
mwb22 ମେ ପୃଷ୍ଠା ୧୫
ଚିତସମୂହ: ୧. ଜଣେ ଭାଇ ବାଇବଲ ପବା ପୂର୍ବରୁ ର୍ଥନା କରୁଛନ୍ତି । ୨. ସେହି ଭାଇ ରାଜ୍ୟଘରର ସଫାସୁତୁରା କରୁଛନ୍ତି । ୩. ଭାଇ ଏବଂ ତାଙ୍କ ପନୀ ଜଣେ ବୃଦ୍ଧା ଭଉଣୀଙ୍କୁ ଭେଟିବା ପାଇଁ ଯାଇଛନ୍ତି ଯିଏ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

“ପ୍ରେମ . . . ଅହଙ୍କାର କରେ ନାହିଁ”

ପ୍ରେମ ଥିଲେ ଆମେ ନମ୍ର ରହିବା । (୧କରି ୧୩:୪) ଯଦି ଆମଠାରେ ଭାଇଭଉଣୀମାନଙ୍କ ପ୍ରତି ପ୍ରେମ ଥିବ, ତେବେ ଆମେ ନିଜକୁ ଅନ୍ୟମାନଙ୍କଠାରୁ ଶ୍ରେଷ୍ଠ ମନେ କରିବା ନାହିଁ । ଆମେ ଅନ୍ୟମାନଙ୍କ ଭଲ ଗୁଣଗୁଡ଼ିକ ପ୍ରତି ଧ୍ୟାନ ଦେବା ଏବଂ ଆମଠାରେ ଯେଉଁ ଦକ୍ଷତା କିମ୍ବା ଯୋଗ୍ୟତା ଅଛି, ତାହା ଅନ୍ୟମାନଙ୍କୁ ସାହାଯ୍ୟ କରିବାରେ ଲଗାଇବା । (ଫିଲିପ୍‌ ୨:୩, ୪) ଯେତେ ଅଧିକ ଆମେ ଅନ୍ୟମାନଙ୍କୁ ପ୍ରେମ କରିବା, ସେତେ ଅଧିକ ଯିହୋବାଙ୍କ କାମରେ ଆସିବା ।

ମନେ ରଖନ୍ତୁ ଯେ ପ୍ରେମ—ଅହଙ୍କାର କରେ ନାହିଁ ନାମକ ଭିଡିଓ ଦେଖନ୍ତୁ । ତାʼପରେ ଏ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:

  • ଅବଶାଲୋମ ପାଖରେ କʼଣ କʼଣ ଥିଲା, ଯାହା ସମସ୍ତଙ୍କ ପାଖରେ ନ ଥାଏ ?

  • ସେ ତାʼର ଭୁଲ ବ୍ୟବହାର କିପରି କଲା ?

  • ଆମେ କେଉଁ କଥାଗୁଡ଼ିକୁ ଧ୍ୟାନରେ ରଖିବା ଉଚିତ୍‌, ଯାହାଫଳରେ ଆମେ ଅହଂକାରୀ ହେବା ନାହିଁ ?—ଗାଲା ୫:୨୬

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ