ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb23 ଜାନୁୟାରୀ ପୃଷ୍ଠା ୧୬
  • ସ୍ମାରକର ମାସଗୁଡ଼ିକରେ କିଛି ଲକ୍ଷ୍ୟ ରଖନ୍ତୁ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ସ୍ମାରକର ମାସଗୁଡ଼ିକରେ କିଛି ଲକ୍ଷ୍ୟ ରଖନ୍ତୁ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
  • ପ୍ରାୟ ସମାନ ଲେଖା
  • ନିଜକୁ ସ୍ମାରକ ଦିନ ପାଇଁ ପ୍ରସ୍ତୁତ କରନ୍ତୁ
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୪
  • ସ୍ମାରକ ପାଳନ କରିବାର ଆପଣଙ୍କ ଚେଷ୍ଟା ଉପରେ ଯିହୋବା ଆଶିଷ ଦେବେ !
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୩
  • ଆମେ ସ୍ମାରକରେ କାହିଁକି ଉପସ୍ଥିତ ହେଉ ?
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୨
  • ଯିହୋବାଙ୍କର ପ୍ରେମ ଯୋଗୁଁ ମିଳେ ଅନେକ ଆଶିଷ !
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୫
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
mwb23 ଜାନୁୟାରୀ ପୃଷ୍ଠା ୧୬

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ସ୍ମାରକର ମାସଗୁଡ଼ିକରେ କିଛି ଲକ୍ଷ୍ୟ ରଖନ୍ତୁ

ସବୁ ବର୍ଷ ଯିହୋବାଙ୍କ ଲୋକମାନେ ଏକା ସହିତ ମିଶି ସ୍ମାରକ ପାଳନ କରିବା ପାଇଁ ଉତ୍ସାହର ସହ ଅପେକ୍ଷା କରନ୍ତି । ଖ୍ରୀଷ୍ଟଙ୍କ ମୁକ୍ତିର ମୂଲ୍ୟ ଯିହୋବାଙ୍କ ତରଫରୁ ଗୋଟିଏ ଉପହାର ଅଟେ । ସେଥିପାଇଁ ଯିହୋବାଙ୍କୁ ଧନ୍ୟବାଦ କରିବା ଓ ତାଙ୍କ ମହିମା କରିବା ପାଇଁ ସ୍ମାରକର ପୂର୍ବେ ଆଉ ପରେ କିଛି ସପ୍ତାହରେ ବିଶେଷ ସୁଯୋଗ ମିଳିଥାଏ । ଆମେ ଏହି ସୁଯୋଗର ପୂରା ଲାଭ ଉଠାଇଥାଉ । (ଏଫି ୧:୩, ୭) ଯେପରି, ଆମେ ସ୍ମାରକରେ ଲୋକମାନଙ୍କୁ ଡାକିବା ପାଇଁ ବହୁତ ପରିଶ୍ରମ କରିଥାଉ । କିଛି ଭାଇ ଭଉଣୀ ମାର୍ଚ୍ଚ କିମ୍ବା ଏପ୍ରିଲ୍‌ରେ ସହଯୋଗୀ ଅଗ୍ରଦୂତ ସେବା କରିବାର ଲକ୍ଷ୍ୟ ରଖନ୍ତି । ତେଣୁ ସେମାନେ ନିଜ ସେଡ୍ୟୁଲରେ ପରିବର୍ତ୍ତନ କରି ପ୍ରଚାର ସେବାରେ ୩୦ କିମ୍ବା ୫୦ ଘଣ୍ଟା ବିତାନ୍ତି । କʼଣ ଆପଣ ଏହି ବର୍ଷ ସ୍ମାରକର ମାସଗୁଡ଼ିକରେ ନିଜ ପ୍ରଚାର ସେବା ବଢ଼ାଇବା ପାଇଁ ଚାହିଁବେ ? ତାʼ ପାଇଁ ଆପଣ କʼଣ କରିପାରିବେ ?

ଅନେକ ଥର ଦେଖାଯାଇଛି ଯେ ଯେବେ ଆମେ ପୂର୍ବରୁ ଯୋଜନା କରୁ, ତେବେ ଆମେ ନିଜ କାମକୁ ଭଲଭାବେ କରିପାରୁ । (ହିତୋ ୨୧:୫) କିଛି ସମୟ ପରେ ସ୍ମାରକର ମାସ ଆରମ୍ଭ ହୋଇଯିବ, ତେଣୁ ଆମକୁ ଏବେଠୁ ଯୋଜନା କରିବା ଆରମ୍ଭ କରିଦେବା ଉଚିତ୍‌ । ଭାବନ୍ତୁ ଯେ ଆପଣ କେଉଁ ଉପାୟରେ ଆଉ ଅଧିକ ପ୍ରଚାର ସେବା କରିବା ପାଇଁ ଚାହାନ୍ତି । ନିଶ୍ଚିତ କରନ୍ତୁ ଯେ ଆପଣ ନିଜ ଲକ୍ଷ୍ୟ ହାସଲ କରିବା ପାଇଁ କʼଣ କରିବେ । ତାʼପରେ ଯିହୋବାଙ୍କୁ ପ୍ରାର୍ଥନା କରନ୍ତୁ ଯେ ସେ ଆପଣଙ୍କ ପରିଶ୍ରମ ଉପରେ ଆଶିଷ ଦେବେ ।—୧ଯୋହ ୫:୧୪, ୧୫.

କʼଣ ଆପଣ ଏପରି କିଛି ଉପାୟ ଭାବିପାରିବେ, ଯଦ୍ୱାରା ଆପଣ ସ୍ମାରକର ମାସଗୁଡ଼ିକରେ ଆଉ ଅଧିକ ପ୍ରଚାର ସେବା କରିପାରିବେ ?

ଲକ୍ଷ୍ୟ

ନିଜ ଲକ୍ଷ୍ୟ ହାସଲ କରିବା ପାଇଁ ମୁଁ କʼଣ କରିବି ?

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ