ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • w23 ଅଗଷ୍ଟ ପୃଷ୍ଠା ୩୨
  • ଅଧ୍ୟୟନ ପାଇଁ ପରାମର୍ଶ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଅଧ୍ୟୟନ ପାଇଁ ପରାମର୍ଶ
  • ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୩
  • ଉପଶୀର୍ଷକ
  • ପ୍ରାୟ ସମାନ ଲେଖା
  • ଯିହୋବାଙ୍କ ବିଷୟରେ ଖୋଜିବା ବହୁମୂଲ୍ୟ ରତ୍ନ
  • ଏପରି ରତ୍ନ ଖୋଜନ୍ତୁ ଯାହା ଆପଣଙ୍କ କାମରେ ଆସିବ
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୪
  • ଯିହୋବା କେଉଁଭଳି ଈଶ୍ୱର ଅଟନ୍ତି ?
    ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ !—ଈଶ୍ୱରଙ୍କଠାରୁ ଶିଖନ୍ତୁ
  • ବାପ୍ତିସ୍ମ ପରେ ମଧ୍ୟ ‘ନୂଆ ସ୍ୱଭାବ’ ପିନ୍ଧି ରଖନ୍ତୁ
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୨
ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୩
w23 ଅଗଷ୍ଟ ପୃଷ୍ଠା ୩୨

ଅଧ୍ୟୟନ ପାଇଁ ପରାମର୍ଶ

ଯିହୋବାଙ୍କ ବିଷୟରେ ଖୋଜିବା ବହୁମୂଲ୍ୟ ରତ୍ନ

ଯେବେ ଆମେ ବାଇବଲର କୌଣସି ଭାଗ ପଢ଼ୁ, ତେବେ ଅନ୍ୟ ପ୍ରକାଶନଗୁଡ଼ିକରେ ଅନୁସନ୍ଧାନ କରି ଆମେ ସେହି ବିଷୟକୁ ଆହୁରି ଭଲଭାବେ ବୁଝିପାରିବା । କିନ୍ତୁ ଆମେ କେବଳ ଅନୁସନ୍ଧାନ କରି ତଥ୍ୟଗୁଡ଼ିକୁ ଏକାଠି କରିବା ନାହିଁ । ଆମକୁ ଏପରି ରତ୍ନଗୁଡ଼ିକ ଖୋଜିବାର ଅଛି, ଯାହା ସାହାଯ୍ୟରେ ଆମେ ଯିହୋବାଙ୍କୁ ଆହୁରି ଭଲଭାବେ ଜାଣିପାରିବା ଏବଂ ଆହୁରି ପ୍ରେମ କରିପାରିବା । ତେଣୁ ବାଇବଲ ପଢ଼ିବା ସମୟରେ ଆମେ ଭାବିପାରିବା, ‘ଏହି ଘଟଣାରୁ ମୁଁ ଯିହୋବାଙ୍କ ବିଷୟରେ କʼଣ ଶିଖିଲି ?’

ଆମେ ଭାବିପାରିବା, କେଉଁ କଥାରୁ ଜଣାପଡ଼େ ଯେ ଯିହୋବା ଆମକୁ ବହୁତ ପ୍ରେମ କରନ୍ତି, ସେ ବହୁତ ବୁଦ୍ଧିମାନ ଅଟନ୍ତି, ସବୁବେଳେ ନ୍ୟାୟ କରନ୍ତି ଏବଂ ବହୁତ ଶକ୍ତିଶାଳୀ ଅଟନ୍ତି । କିନ୍ତୁ ଯିହୋବାଙ୍କଠାରେ ଆହୁରି ଅନେକ ବଢ଼ିଆ ଗୁଣ ଅଛି । ଆପଣ ଏବିଷୟରେ କେଉଁଠୁ ଜାଣିପାରିବେ ?

ଯିହୋବାଙ୍କ ସାକ୍ଷୀମାନଙ୍କ ପାଇଁ ଗବେଷଣା ଗାଇଡ୍‌ରେ “ୟହୋୱା ପରମେଶ୍ୱର” ବିଷୟ ତଳେ ଦିଆଯାଇଥିବା ଉପଶୀର୍ଷକ “ୟହୋୱା କେ ଗୁଣ” ଦେଖନ୍ତୁ । ତାʼପରେ ଆପଣ ବାଇବଲର ସେହି ଭାଗରୁ ଯିହୋବାଙ୍କ ଯେଉଁ ଗୁଣଗୁଡ଼ିକ ବିଷୟରେ ଜାଣିଲେ, ସେବିଷୟରେ ଆହୁରି ବୁଝିବା ପାଇଁ ଗବେଷଣା ଗାଇଡ୍‌ରେ ଦିଆଯାଇଥିବା ଲେଖା ପଢ଼ନ୍ତୁ ।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ