ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • w24 ଜୁଲାଇ ପୃଷ୍ଠା ୩୨
  • ଜାଗ୍ରତ ରହିବା ପାଇଁ ଗଭୀର ଭାବେ ଅଧ୍ୟୟନ କରନ୍ତୁ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଜାଗ୍ରତ ରହିବା ପାଇଁ ଗଭୀର ଭାବେ ଅଧ୍ୟୟନ କରନ୍ତୁ
  • ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୪
  • ପ୍ରାୟ ସମାନ ଲେଖା
  • ଦାନିୟେଲଙ୍କ ଉଦାହରଣରୁ ଶିଖନ୍ତୁ
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୩
  • ଜଣେ ଭାବବାଦୀ ବନ୍ଦୀ ଥିବା ବେଳେ ଭବିଷ୍ୟତ ବିଷୟରେ କିଛି ଝଲକ ପାଇଲେ
    ବାଇବଲର ବାର୍ତ୍ତା ଆପଣଙ୍କ ନିମନ୍ତେ
ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୪
w24 ଜୁଲାଇ ପୃଷ୍ଠା ୩୨

ଅଧ୍ୟୟନ ପାଇଁ ବିଷୟ

ଜାଗ୍ରତ ରହିବା ପାଇଁ ଗଭୀର ଭାବେ ଅଧ୍ୟୟନ କରନ୍ତୁ

ଦାନିୟେଲ ୯:୧-୧୯ ପଢ଼ନ୍ତୁ । ଆଉ ଜାଣନ୍ତୁ ଯେ ଗଭୀର ଭାବେ ଅଧ୍ୟୟନ କରିବା କାହିଁକି ଜରୁରୀ ଅଟେ ।

ଅଧିକ ଜାଣିବା ପାଇଁ ଆଖପାଖର ପଦଗୁଡ଼ିକ ପଢ଼ନ୍ତୁ । ଏହା ପୂର୍ବରୁ କେଉଁ ଘଟଣାଗୁଡ଼ିକ ଘଟିଥିଲା ଓ ଏହାର ଦାନିୟେଲଙ୍କ ଉପରେ କʼଣ ପ୍ରଭାବ ପଡ଼ିଥିଲା ? (ଦାନି. ୫:୨୯–୬:୫) ଯଦି ଆପଣ ଦାନିୟେଲଙ୍କ ଜାଗାରେ ଥାʼନ୍ତେ ତାହେଲେ ଆପଣଙ୍କୁ କିପରି ଲାଗନ୍ତା ?

ଗଭୀର ଭାବେ ଅନୁସନ୍ଧାନ କରନ୍ତୁ । ଦାନିୟେଲ ହୁଏତ କେଉଁ ‘ଶାସ୍ତ୍ର’ ଅଧ୍ୟୟନ କରିଥିବେ । (ଦାନି. ୯:୨, ଦାନିୟେଲ ପୃ ୩୦୯ ¶୬) ଦାନିୟେଲ ନିଜ ଓ ଇସ୍ରାଏଲ ରାଷ୍ଟ୍ରର ବି ପାପ କାହିଁକି ମାନିଲେ ? (ଲେବୀ. ୨୬:୩୯-୪୨; ୧ ରାଜା. ୮:୪୬-୫୦; ଦାନିୟେଲ ପୃ ୧୮୨-୧୮୪) ଦାନିୟେଲଙ୍କ ପ୍ରାର୍ଥନାରୁ କିପରି ଜଣାପଡ଼େ ଯେ ସେ ଈଶ୍ୱରଙ୍କ ବାକ୍ୟକୁ ଗଭୀର ଭାବେ ଅଧ୍ୟୟନ କରୁଥିଲେ ?—ଦାନି. ୯:୧୧-୧୩.

ଭାବନ୍ତୁ ଯେ ଆପଣ କʼଣ ଶିଖିଲେ । ନିଜକୁ ପଚାରନ୍ତୁ:

  • ଦୁନିଆରେ ଯାହା ବି ଘଟଣା ଘଟୁଛି, ତାʼ ପ୍ରଭାବରୁ ନିଜକୁ ଦୂରେଇ ରଖିବା ପାଇଁ ମୁଁ କʼଣ କରିପାରିବି ?—ମୀଖା ୭:୭.

  • ଦାନିୟେଲଙ୍କ ଭଳି ଯଦି ମୁଁ ବି ଈଶ୍ୱରଙ୍କ ବାକ୍ୟର ଗଭୀର ଭାବେ ଅଧ୍ୟୟନ କରିବି ତାହେଲେ ମୋତେ କʼଣ ଲାଭ ହେବ ? (ପ୍ର୦୪-ହି ୮/୧ ପୃ ୧୨ ¶୧୭)

  • ‘ଜାଗ୍ରତ ରହିବା’ ପାଇଁ ମୋତେ କେଉଁ ବିଷୟଗୁଡ଼ିକୁ ଅଧ୍ୟୟନ କରିବା ଉଚିତ ? (ମାଥି. ୨୪:୪୨, ୪୪; ପ୍ର୧୨-ହି ୮/୧୫ ପୃ ୫ ¶୭-୮)

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ