ପାଦଟୀକା a b ସୂଚନା: ଏ ମାସରୁ ପ୍ରତ୍ୟେକ ବିଦ୍ୟାର୍ଥୀ-ଭାଗ ପରେ ଏକ ବନ୍ଧନୀରେ ପଢ଼ିବା ଓ ଶିଖାଇବାରେ ନିଜ ଦକ୍ଷତା ବଢ଼ାନ୍ତୁ (ଶିଖାଇବା) ପୁସ୍ତିକାରୁ ଏକ ଅଧ୍ୟୟନ ସଂଖ୍ୟା ଦିଆଯିବ । ବିଦ୍ୟାର୍ଥୀ ନିଜ ଭାଗ ଉପସ୍ଥାପନ କରିବା ସମୟରେ ସେହି ସଂଖ୍ୟାରେ ଥିବା ଦକ୍ଷତାକୁ ଦେଖାଇବା ଉଚିତ୍ ।