ପାଦଟୀକା
a ଅନ୍ୟମାନେ ଯେପରି ଯିହୋବାଙ୍କ ସେବା କରନ୍ତି, ସେଥିରୁ ଆମେ ଅନେକ କଥା ଶିଖିପାରିବା । କିନ୍ତୁ ଆମେ ନିଜ ତୁଳନା ଅନ୍ୟମାନଙ୍କ ସହ କରିବା ଉଚିତ୍ ନୁହେଁ । କାରଣ ଏପରି କଲେ ହୁଏତ ଆମେ ଅହଂକାରୀ ହୋଇପାରୁ କିମ୍ବା ନିରାଶ ହୋଇପାରୁ । ଏହି ଲେଖାରେ ଆମେ ଶିଖିବା ଯେ ଆମେ କିପରି ନିଜକୁ ଅନ୍ୟମାନଙ୍କ ସହ ତୁଳନା କରିବାରୁ ଦୂରେଇ ରହିପାରିବା ଓ ଖୁସିର ସହ ଯିହୋବାଙ୍କ ସେବା କରିପାରିବା ।