ପାଦଟୀକା
c ପ୍ରଥମ ଜଙ୍ଗଲୀ ପଶୁ ଓ ତାʼର ପ୍ରତିମା ଭିତରେ ଆଉ ଗୋଟିଏ ପାର୍ଥକ୍ୟ ଅଛି । ପ୍ରତିମାର ଶୃଙ୍ଗଗୁଡ଼ିକରେ “ମୁକୁଟ” ନାହିଁ । (ପ୍ରକା. ୧୩:୧) ଏପରି ଏଥିପାଇଁ ଅଛି, କାରଣ ଏହା ନିଜେ କୌଣସି ସରକାର ନୁହେଁ, ବରଂ ଏହା ‘ସାତ [ବିଶ୍ୱଶକ୍ତିଗୁଡ଼ିକରୁ] ବାହାରିଛି ।’—jw.org ୱେବସାଇଟ୍ରେ ଥିବା ଲେଖା, “ପ୍ରକାଶିତ ବାକ୍ୟ ୧୭ ଅଧ୍ୟାୟରେ ଲୋହିତବର୍ଣ୍ଣର ପଶୁ କାହାକୁ ଦର୍ଶାଏ ?” ଦେଖନ୍ତୁ ।