ପାଦଟୀକା
a ଯିହୋବା ସେହି ଲୋକମାନଙ୍କୁ କ୍ଷମା କରିବା ପାଇଁ ପ୍ରସ୍ତୁତ ରହନ୍ତି, ଯେଉଁମାନେ ହୃଦୟରୁ ପଶ୍ଚାତାପ କରନ୍ତି । ଯିହୋବାଙ୍କ ଭଳି ଆମେ ମଧ୍ୟ ସେମାନଙ୍କୁ କ୍ଷମା କରିବା ଉଚିତ୍ ଯେଉଁମାନେ ଆମକୁ ଦୁଃଖ ପହଞ୍ଚାନ୍ତି । କିଛି ପାପ ଏପରି ହୋଇଥାଏ ଯାହାକୁ ଆମେ ନିଜେ କ୍ଷମା କରିପାରିବା । କିନ୍ତୁ କିଛି ପାପ ଏପରି ହୋଇଥାଏ, ଯାହା ବିଷୟରେ ଆମକୁ ପ୍ରାଚୀନମାନଙ୍କୁ କହିବା ଉଚିତ୍ । ଏହି ଲେଖାରେ ଆମେ ସେବିଷୟରେ ଅଧିକ ଜାଣିବା । ଆମେ ଏହା ମଧ୍ୟ ଜାଣିବା ଯେ ଯିହୋବା କାହିଁକି ଚାହାନ୍ତି ଯେ ଆମେ ପରସ୍ପରକୁ କ୍ଷମା କରୁ ଓ ଏପରି କଲେ ଆମକୁ କʼଣ କʼଣ ଆଶିଷ ମିଳିବ ।