ପାଦଟୀକା
a ଏହି ଦୁନିଆରେ ଖରାପ ଲୋକମାନେ ଭରିପଡ଼ିଛନ୍ତି । କିନ୍ତୁ ଅନେକ ଧାର୍ମିକ ଲୋକମାନେ ମଧ୍ୟ ଅଛନ୍ତି ଯେଉଁମାନେ ଏପରି କାମ କରନ୍ତି ଯାହା ଯିହୋବାଙ୍କ ଦୃଷ୍ଟିରେ ଠିକ୍ । ନିଶ୍ଚୟ ଆପଣ ବି ସେମାନଙ୍କ ମଧ୍ୟରୁ ଜଣେ ଥିବେ । ଆପଣ ଏପରି କାମ ଏଥିପାଇଁ କରନ୍ତି କାରଣ ଆପଣ ଯିହୋବାଙ୍କୁ ପ୍ରେମ କରନ୍ତି ଓ ଯିହୋବାଙ୍କୁ ଧାର୍ମିକ କାମ ପସନ୍ଦ । ଏହି ଲେଖାରେ ଆମେ ଜାଣିବା ଯେ ଧାର୍ମିକତାର ଅର୍ଥ କʼଣ ଓ ଧାର୍ମିକ କାମ କଲେ କʼଣ ଲାଭ ହୁଏ । ଆମେ ଏହା ବି ଜାଣିବା ଯେ ଧାର୍ମିକ କାମ କରିବାର ଆମ ଇଚ୍ଛାକୁ ଆମେ ଆହୁରି ଦୃଢ଼ କିପରି କରିପାରିବା ।