ପାଦଟୀକା
a ବେଳେବେଳେ ଇସ୍ରାଏଲ ଗୋତ୍ରଗୁଡ଼ିକ ପରସ୍ପର ସହ ଯୁଦ୍ଧ କଲେ, କିନ୍ତୁ ଯିହୋବାଙ୍କୁ ଏହା ବିଲକୁଲ୍ ଭଲ ଲାଗିଲାନି । (୧ ରାଜା. ୧୨:୨୪) କିନ୍ତୁ ବେଳେବେଳେ ଯିହୋବା ଏପରି ଯୁଦ୍ଧଗୁଡ଼ିକୁ ମଞ୍ଜୁରି ଦେଇଥିଲେ । କାରଣ କିଛି ଗୋତ୍ର ତାଙ୍କ ବିରୁଦ୍ଧରେ ହୋଇଯାଇଥିଲେ କିମ୍ବା ସେମାନେ କୌଣସି ଗମ୍ଭୀର ପାପ କରିଥିଲେ ।—ବିଚା. ୨୦:୩-୩୫; ୨ ବଂଶା. ୧୩:୩-୧୮; ୨୫:୧୪-୨୨; ୨୮:୧-୮.