ପାଦଟୀକା
a ଏହି ଲେଖାରେ ଆମେ ଏପରି ତିନୋଟି କଥା ଉପରେ ଧ୍ୟାନ ଦେବା ଯାହାଦ୍ୱାରା ଯିହୋବା ଆମକୁ ସମସ୍ୟାଗୁଡ଼ିକୁ ସହିବା ପାଇଁ ଓ ଖୁସିର ସହ ତାଙ୍କ ସେବା ଜାରି ରଖିବା ପାଇଁ ସାହାଯ୍ୟ କରନ୍ତି । ଆମେ ଯିଶାଇୟ ୩୦ ଅଧ୍ୟାୟ ଉପରେ ବି ଆଲୋଚନା କରିବା ଆଉ ଜାଣିବା ଯେ ଆମକୁ କାହିଁକି ଯିହୋବାଙ୍କୁ ପ୍ରାର୍ଥନା କରିବା ଉଚିତ୍, ବାଇବଲ ଅଧ୍ୟୟନ କରିବା ଉଚିତ୍ ଓ ସେହି ଆଶିଷଗୁଡ଼ିକ ଉପରେ ଚିନ୍ତନ କରିବା ଉଚିତ୍ ଯାହା ଯିହୋବା ଆଜି ଆମକୁ ଦେଇଛନ୍ତି ଓ ଭବିଷ୍ୟତରେ ଦେବେ ।