ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା

ପାଦଟୀକା

b ଏହାର ଅର୍ଥ କʼଣ ? “ଲାକ୍ଷଣିକ ପାରଦୀଶ” ଗୋଟିଏ ପାରଦୀଶ ଭଳି ପରିସ୍ଥିତି ଅଟେ, ଯେଉଁଠି ଯିହୋବାଙ୍କ ସେବକମାନେ ସୁରକ୍ଷିତ ଭାବେ ବାସ କରନ୍ତି ଓ ଏକା ସହ ମିଶି ଯିହୋବାଙ୍କ ଉପାସନା କରନ୍ତି । ଏହି ଲାକ୍ଷଣିକ ପାରଦୀଶରେ ଖାଦ୍ୟର ବି କୌଣସି ଅଭାବ ନାହିଁ । ଆଜି ଆମ ପାଖରେ ଅନେକ ପ୍ରକାଶନ ଅଛି, ଯେଉଁଥିରେ ବାଇବଲର ସତ୍ୟଗୁଡ଼ିକ ବିଷୟରେ ଦିଆଯାଇଛି ଏବଂ ସେଥିରେ ମିଥ୍ୟା ଧର୍ମର କୌଣସି ବି କଥା ନାହିଁ । ଆମ ପାଖରେ ଏପରି କାମ ମଧ୍ୟ ଅଛି, ଯାହାକୁ କରି ଆମକୁ ଖୁସି ହୁଏ । ଆମେ ଈଶ୍ୱରଙ୍କ ରାଜ୍ୟ ବିଷୟରେ ଖୁସିର ଖବର ମଧ୍ୟ ପ୍ରଚାର କରୁ । ଏହି ପାରଦୀଶରେ ଯେଉଁମାନେ ମଧ୍ୟ ରହନ୍ତି, ସେମାନଙ୍କର ଯିହୋବାଙ୍କ ସହିତ ଭଲ ସମ୍ପର୍କ ଅଛି ଓ ସେମାନଙ୍କ ମଧ୍ୟରେ ଶାନ୍ତି ଅଛି । ସମସ୍ତେ ପରସ୍ପରକୁ ସମସ୍ୟା ସମୟରେ ଧୈର୍ଯ୍ୟ ଧରିବା ଓ ଖୁସିରେ ରହିବା ପାଇଁ ସାହାଯ୍ୟ କରନ୍ତି । କିନ୍ତୁ କେଉଁମାନେ ଏହି ଲାକ୍ଷଣିକ ପାରଦୀଶରେ ବାସ କରିପାରିବେ ? ସେହି ଲୋକମାନେ ଯେଉଁମାନେ ଠିକ୍‌ ଉପାୟରେ ଯିହୋବାଙ୍କ ଉପାସନା କରନ୍ତି ଓ ତାଙ୍କ ଭଳି ହେବା ପାଇଁ ଚେଷ୍ଟା କରନ୍ତି ।

ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
ଲଗ ଆଉଟ
ଲଗ ଇନ
  • ଓଡ଼ିଆ
  • ଅନ୍ୟକୁ ପଠାନ୍ତୁ
  • ପ୍ରାଥମିକତା
  • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
  • ବ୍ୟବହାରର ସର୍ତ୍ତାବଳୀ
  • ଗୋପନୀୟତାର ନୀତି
  • ଗୋପନୀୟତା ସେଟିଙ୍ଗ୍‌ସ
  • JW.ORG
  • ଲଗ ଇନ
ଅନ୍ୟକୁ ପଠାନ୍ତୁ