ପାଦଟୀକା
a ଏହି ଶେଷକାଳରେ ଯିହୋବାଙ୍କ ବିଶ୍ୱସ୍ତ ରହିବା ପାଇଁ ଆମକୁ ତାଙ୍କ ଉପରେ ଓ ତାଙ୍କ ସଂଗଠନ ଉପରେ ଭରସା କରିବା ଜରୁରୀ । କିନ୍ତୁ ଶୟତାନ ଏହା ଚାହେଁନି । ଏହି ଲେଖାରେ ଆମେ ଦେଖିବା ଯେ ଆମର ଏହି ଭରସାକୁ ଭାଙ୍ଗିବା ପାଇଁ ଶୟତାନ କେଉଁ ତିନୋଟି ଉପାୟ ଆପଣାଏ । ଆମେ ଏହା ମଧ୍ୟ ଦେଖିବା ଯେ ଆମେ ଶୟତାନର ଫାନ୍ଦଗୁଡ଼ିକରୁ କିପରି ନିଜକୁ ରକ୍ଷା କରିପାରିବା ଆଉ ଯିହୋବା ଓ ତାଙ୍କ ସଂଗଠନ ଉପରେ କିପରି ଭରସା କରିବା ଜାରି ରଖିପାରିବା ।