ପାଦଟୀକା
a ଯିହୋବା ପ୍ରତିଜ୍ଞା କରନ୍ତି ଯେ ଯେଉଁ ଲୋକମାନେ ଯିହୋବାଙ୍କୁ ପ୍ରେମ କରନ୍ତି ସେ ସେମାନଙ୍କୁ ଶାନ୍ତି ଦେବେ । ଏହି ଲେଖାରେ ଆମେ ଜାଣିବା ଯେ ଈଶ୍ୱରଙ୍କ ଶାନ୍ତି କʼଣ ଏବଂ ତାହା କିପରି ପାଇପାଇବା ? ଆମେ ଏହା ବି ଜାଣିବା ଯେ ଯେବେ କୌଣସି ରୋଗ ବ୍ୟାପିଯାଏ ବିପତ୍ତି ଆସେ କିମ୍ବା ଅତ୍ୟାଚାର କରାଯାଏ, ତେବେ “ଈଶ୍ୱରଙ୍କ ଶାନ୍ତି” ଥିଲେ ଆମେ ଏପରି ପରିସ୍ଥିତିର ସାମନା କିପରି କରିପାରିବା ।