ପାଦଟୀକା
a ୨୦୨୩ ମସିହାର ବାର୍ଷିକ ପଦ ପଢ଼ିଲେ ଆମର ଏକଥା ଉପରେ ଭରସା ବଢ଼ିବ ଯେ ବାଇବଲ ଈଶ୍ୱରଙ୍କ ବାକ୍ୟ ଅଟେ । ଏହା ଗୀତସଂହିତା ୧୧୯:୧୬୦ ପଦରୁ ନିଆଯାଇଛି, ଯେଉଁଥିରେ ଲେଖାଅଛି, ତୁମ୍ଭର ସମସ୍ତ ବାକ୍ୟ ସତ ଅଟେ । ଆପଣ ମଧ୍ୟ ଏହି କଥାକୁ ନିଶ୍ଚୟ ବିଶ୍ୱାସ କରୁଥିବେ । କିନ୍ତୁ ଆଜି କିଛି ଲୋକମାନଙ୍କୁ ବାଇବଲ ଓ ଏଥିରେ ଲେଖାଥିବା କଥାଗୁଡ଼ିକ ଉପରେ ଭରସା କରିବା କଷ୍ଟ ଲାଗେ । ଆମେ ଏହି ଲେଖାରେ ଏପରି ତିନୋଟି କଥା ଉପରେ ଧ୍ୟାନ ଦେବା ଯେଉଁଗୁଡ଼ିକୁ ଆମେ ଅନ୍ୟମାନଙ୍କୁ କହିପାରିବା ଯାହାଫଳରେ ସେମାନଙ୍କୁ ମଧ୍ୟ ବିଶ୍ୱାସ ହୋଇଯିବ ଯେ ବାଇବଲ ଉପରେ ଭରସା କରାଯାଇପାରିବ ଏବଂ ଏଥିରେ ଦିଆଯାଇଥିବା ପରାମର୍ଶକୁ ମାନିଲେ ଆମକୁ ଲାଭ ମିଳେ ।