ପାଦଟୀକା
a ମଙ୍ଗଳବାର, ୪ ଏପ୍ରିଲ୍, ୨୦୨୩ରେ ପୂରା ଦୁନିଆରେ ଲକ୍ଷ ଲକ୍ଷ ଲୋକମାନେ ଯୀଶୁଙ୍କ ସ୍ମାରକ ଦିନକୁ ପାଳନ କରିବା ପାଇଁ ଆସିବେ । ଅନେକ ଲୋକ ଏଥିରେ ପ୍ରଥମ ଥର ଆସିବେ । ଆଉ ଏପରି କିଛି ସାକ୍ଷୀମାନେ ମଧ୍ୟ ଆସିବେ ଯେଉଁମାନେ ଅନେକ ବର୍ଷରୁ ଏହି ସ୍ମାରକ ଦିନରେ ଆସି ନାହାନ୍ତି । କିଛି ଲୋକମାନେ ଅନେକ ସମସ୍ୟା ସତ୍ତ୍ୱେ ମଧ୍ୟ ଏହି ଦିନରେ ଆସିବେ । ଆମ ପରିସ୍ଥିତି ଯେପରି ବି ଥାଉ ନା କାହିଁକି, ଯଦି ଆମେ ଏହି ସ୍ମାରକ ଦିନରେ ଉପସ୍ଥିତ ହେବା ପାଇଁ ପୂରା ଚେଷ୍ଟା କରିବା, ତାହେଲେ ଯିହୋବା ତାହା ଦେଖି ବହୁତ ଖୁସି ହେବେ ।