ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା

ପାଦଟୀକା

a ସ୍ମାରକର ଆଖପାଖ ମାସଗୁଡ଼ିକରେ ଆମେ ଯୀଶୁଙ୍କ ଜୀବନ ଓ ବଳିଦାନ ବିଷୟରେ ଗଭୀର ଭାବେ ଚିନ୍ତନ କରିବା ଉଚିତ୍‌ ଆଉ ଏବିଷୟରେ ବି ଭାବିବା ଉଚିତ୍‌ ଯେ ଯୀଶୁ ଓ ଯିହୋବା ଆମକୁ କେତେ ପ୍ରେମ କରନ୍ତି । ଯେବେ ଆମେ ଏପରି କରିବା ତେବେ ଆମେ ହୃଦୟରୁ ତାଙ୍କ ପାଇଁ କୃତଜ୍ଞ ମନେକରିବା । ଏହି ଲେଖାରେ ଆମେ ଜାଣିବା ଯେ ଆମେ କିପରି ଦେଖାଇପାରିବା ଯେ ଆମେ ମୁକ୍ତିର ମୂଲ୍ୟ ପାଇଁ ବହୁତ କୃତଜ୍ଞ ଅଟୁ ଆଉ ଯିହୋବା ଓ ଯୀଶୁଙ୍କୁ ବହୁତ ପ୍ରେମ କରୁ । ଆମେ ଏହା ବି ଜାଣିବା ଯେ ଆମେ ଭାଇଭଉଣୀମାନଙ୍କୁ କିପରି ପ୍ରେମ ଦେଖାଇପାରିବା, କିପରି ଆମେ ସାହସର ସହ କାମ କରିପାରିବା ଓ କିପରି ଯିହୋବାଙ୍କ ସେବାରୁ ଖୁସି ପାଇପାରିବା ।

ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
ଲଗ ଆଉଟ
ଲଗ ଇନ
  • ଓଡ଼ିଆ
  • ଅନ୍ୟକୁ ପଠାନ୍ତୁ
  • ପ୍ରାଥମିକତା
  • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
  • ବ୍ୟବହାରର ସର୍ତ୍ତାବଳୀ
  • ଗୋପନୀୟତାର ନୀତି
  • ଗୋପନୀୟତା ସେଟିଙ୍ଗ୍‌ସ
  • JW.ORG
  • ଲଗ ଇନ
ଅନ୍ୟକୁ ପଠାନ୍ତୁ