ପାଦଟୀକା
a ଯିହୋବାଙ୍କ ସମସ୍ତ ସେବକ ପ୍ରତିଦିନ ବାଇବଲ ପଢ଼ିବା ପାଇଁ ଚେଷ୍ଟା କରନ୍ତି । ଅନ୍ୟ ଲୋକମାନେ ମଧ୍ୟ ବାଇବଲ ପଢ଼ନ୍ତି, କିନ୍ତୁ ସେମାନେ ତାʼର ଅର୍ଥ ବୁଝି ପାରନ୍ତିନି । ଯୀଶୁଙ୍କ ସମୟରେ ମଧ୍ୟ ଏପରି ହିଁ କିଛି ଲୋକ ଥିଲେ । ଯଦି ଆମେ ଧ୍ୟାନ ଦେବା ଯେ ଯୀଶୁ ସେମାନଙ୍କୁ କʼଣ କହିଲେ, ତେବେ ଆମେ ବୁଝିପାରିବା ଯେ ଆଜି ଆମେ ପୂରା ପୂରା ଲାଭ ପାଇବା ପାଇଁ ବାଇବଲକୁ କିପରି ପଢ଼ିବା ଉଚିତ୍ ।