ପାଦଟୀକା
e ମାଥିଉ ୧୯:୪-୬ ପଦ ମଧ୍ୟ ପଢ଼ନ୍ତୁ ଯେଉଁଠି ଯୀଶୁ ଫାରୂଶୀମାନଙ୍କୁ ସେହି ପ୍ରଶ୍ନ ପଚାରିଲେ, “ତୁମ୍ଭେମାନେ କଅଣ ପାଠ କରି ନାହଁ ?” ସେହି ଫାରୂଶୀମାନେ ଦୁନିଆର ସୃଷ୍ଟି ବିଷୟରେ ଶାସ୍ତ୍ରରେ ଅନେକଥର ପଢ଼ିଥିବେ ଯେବେ ଈଶ୍ୱର ପୁରୁଷ ଓ ସ୍ତ୍ରୀକୁ ଗୋଟିଏ ପବିତ୍ର ବନ୍ଧନରେ ବାନ୍ଧିଥିଲେ । କିନ୍ତୁ ସେମାନେ ଏହା ବୁଝିଲେ ନାହିଁ ଯେ ଈଶ୍ୱରଙ୍କ ଦୃଷ୍ଟିରେ ଏହି ବନ୍ଧନ ବହୁତ ବିଶେଷ ଅଟେ ଓ ଏହାକୁ ଛୋଟ କଥା ଭାବିବା ଉଚିତ୍ ନୁହେଁ ।