ପାଦଟୀକା
a ଆମ ଜୀବନ ଈଶ୍ୱରଙ୍କ ତରଫରୁ ବହୁମୂଲ୍ୟ ଉପହାର ଅଟେ । ଏହି ଲେଖାରେ ଆମେ ଏପରି କଥାଗୁଡ଼ିକ ଉପରେ ଚର୍ଚ୍ଚା କରିବା ଯାହାଦ୍ୱାରା ଜୀବନ ପାଇଁ ଆମର କୃତଜ୍ଞତା ଆହୁରି ବଢ଼ିଯିବ । ଆମେ ଏହା ବି ଜାଣିବା ଯେ ଯେବେ କୌଣସି ବିପତ୍ତି ଆସେ, ତେବେ ଆମେ କିପରି ସୁରକ୍ଷିତ ରହିପାରିବା ଓ ନିଜ ସ୍ୱାସ୍ଥ୍ୟର ଯତ୍ନ ନେଇପାରିବା ଆଉ ଆମେ କʼଣ କରିପାରିବା ଯାହାଦ୍ୱାରା ଆମ ସହିତ କୌଣସି ଦୁର୍ଘଟଣା ନ ଘଟୁ । ଆମେ ଏହା ବି ଚର୍ଚ୍ଚା କରିବା ଯେ ଯେବେ ସ୍ୱାସ୍ଥ୍ୟ ସହ ଜଡ଼ିତ କୌଣସି ବଡ଼ ସମସ୍ୟାଗୁଡ଼ିକ ଆସେ, ତେବେ ତାʼର ସାମନା କରିବା ପାଇଁ ଆମେ ପୂର୍ବରୁ କିପରି ପ୍ରସ୍ତୁତି କରିପାରିବା ।