ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା

ପାଦଟୀକା

a ଯିହୋବା ଯାହା ବି ସୃଷ୍ଟି କରିଛନ୍ତି, ତାହା ବହୁତ ନିଆରା । ତାଙ୍କ ସୃଷ୍ଟିକୁ ଦେଖି ଆମେ ବହୁତ ଆଶ୍ଚର୍ଯ୍ୟ । ଯେପରିକି ଆଲୋକ ଶକ୍ତିରେ ଭରା ସୂର୍ଯ୍ୟ କିମ୍ବା ଫୁଲର କଢ଼ । ଯିହୋବାଙ୍କ ସୃଷ୍ଟିକୁ ଦେଖି ଆମେ ଏହା ବି ଜାଣିପାରୁ ଯେ ସେ କିପରି ଈଶ୍ୱର ଅଟନ୍ତି ଓ ତାଙ୍କ ଭିତରେ କେଉଁ କେଉଁ ଗୁଣ ରହିଛି । ଏହି ଲେଖାରେ ଆମେ ଜାଣିବା ଯେ ଆମେ କାହିଁକି ସମୟ ବାହାର କରି ସୃଷ୍ଟିକୁ ଦେଖିବା ଉଚିତ୍‌ ଓ ଏପରି କରିବା ଦ୍ୱାରା ଆମେ କିପରି ଯିହୋବାଙ୍କ ଆହୁରି ନିକଟତର ହୋଇପାରିବା ।

ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
ଲଗ ଆଉଟ
ଲଗ ଇନ
  • ଓଡ଼ିଆ
  • ଅନ୍ୟକୁ ପଠାନ୍ତୁ
  • ପ୍ରାଥମିକତା
  • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
  • ବ୍ୟବହାରର ସର୍ତ୍ତାବଳୀ
  • ଗୋପନୀୟତାର ନୀତି
  • ଗୋପନୀୟତା ସେଟିଙ୍ଗ୍‌ସ
  • JW.ORG
  • ଲଗ ଇନ
ଅନ୍ୟକୁ ପଠାନ୍ତୁ