ପାଦଟୀକା
a ଆମ ମଧ୍ୟରେ ପ୍ରକୃତ ପ୍ରେମ ଦେଖି ଅନେକ ଲୋକ ସତ୍ୟ ଆଡ଼କୁ ଆକର୍ଷିତ ହୁଅନ୍ତି । କିନ୍ତୁ ଅପରିପୂର୍ଣ୍ଣ ହେବା ଯୋଗୁଁ ଆମ ଦ୍ୱାରା ଅନେକ ଭୁଲ ହୋଇଯାଏ । ତେଣୁ ଅନେକଥର ଭାଇଭଉଣୀମାନଙ୍କୁ ପ୍ରେମ କରିବା ଆମ ପାଇଁ କଠିନ ହୋଇପାରେ । ଏହି ଲେଖାରେ ଆମେ ଜାଣିବା ଯେ ଭାଇଭଉଣୀମାନଙ୍କୁ ପ୍ରେମ କରିବା କାହିଁକି ଜରୁରୀ ଓ ଯେବେ କାହାରି ଦ୍ୱାରା ଭୁଲ ହୋଇଯାଏ, ତେବେ ଆମେ ଯୀଶୁଙ୍କ ଭଳି ତାଙ୍କ ସହ କିପରି ବ୍ୟବହାର କରିପାରିବା ।