ପାଦଟୀକା
b ବାଇବଲର ଜଣେ ବିଦ୍ୱାନ କହନ୍ତି, “ଇସ୍ରାଏଲର ଆଖପାଖ ଦେଶଗୁଡ଼ିକରେ ଲୋକମାନେ ଅତିଥି ସତ୍କାର କରିବାକୁ ନିଜ କର୍ତ୍ତବ୍ୟ ମନେ କରୁଥିଲେ । ଯଦି କେହି ନିଜ ଘରେ ଅତିଥିମାନଙ୍କୁ ଡାକନ୍ତି, ତେବେ ତାଙ୍କଠାରୁ ଆଶା କରାଯାଉଥିଲା ଯେ ସେ ସେମାନଙ୍କ ପାଇଁ ଭଲରୁ ଭଲ ବ୍ୟବସ୍ଥା କରନ୍ତୁ । ଆଉ ଯଦି ଅତିଥିମାନଙ୍କର ଭଲଭାବେ ଅତିଥି ସତ୍କାର କରିବାର ଥାଏ ତେବେ ତାʼଠାରୁ ବି ଆହୁରି ଅଧିକ ବ୍ୟବସ୍ଥା କରିବାକୁ ପଡ଼ୁଥିଲା, ଯେପରିକି ବିବାହ ଘରେ ।”