ପାଦଟୀକା
c ସୁସମାଚାରର ବହିଗୁଡ଼ିକରେ ଯୀଶୁଙ୍କ ୩୦ରୁ ବି ଅଧିକ ଚମତ୍କାର ବିଷୟରେ କୁହାଯାଇଛି । କିନ୍ତୁ କିଛି ପରିସ୍ଥିତିରେ ପ୍ରତ୍ୟେକ ଚମତ୍କାରଗୁଡ଼ିକ ବିଷୟରେ ବିସ୍ତାର ଭାବେ କୁହାଯାଇନି । ଯେପରିକି, ଥରେ “ନଗରବାସୀ” ଯୀଶୁଙ୍କ ପାଖକୁ ଆସିଲେ ଓ ସେ “ଅନେକ ରୋଗୀଙ୍କି ସୁସ୍ଥ କଲେ ।”—ମାର୍କ ୧:୩୨-୩୪.