ପାଦଟୀକା
a ବାଇବଲରେ ଅନେକଥର “ଭୟ” ଶବ୍ଦର ବ୍ୟବହାର କରାଯାଇଛି । ଗୋଟେ ଜାଗାରେ ତାʼର ଅର୍ଥ ହେଉଛି, କାହାରିକୁ ଡରିବା । ଆଉ ଗୋଟେ ଜାଗାରେ ତାʼର ଅର୍ଥ ହେଉଛି, କାହାରି ପାଇଁ ଶ୍ରଦ୍ଧା ହେବା କିମ୍ବା କାହାରିକୁ ଆଦର କରିବା । ଏହି ଲେଖାରେ ଜାଣିବା ଯେ ଆମେ କିପରି ଈଶ୍ୱରଙ୍କୁ ଭୟ କରିପାରିବା, ଯାହାଦ୍ୱାରା ଆମେ ତାଙ୍କ ସେବା କରିବା ସମୟରେ ସାହସର ସହ କାମ କରିବା ଓ ତାଙ୍କ ବିଶ୍ୱସ୍ତ ରହିବା ।