ପାଦଟୀକା
a ଖ୍ରୀଷ୍ଟିୟାନମାନଙ୍କୁ ନିଜ ହୃଦୟରେ ଈଶ୍ୱରଙ୍କ ପାଇଁ ସଠିକ୍ ଭୟ ବଢ଼ାଇବା ଉଚିତ୍ । ଏପରି ଭାବେ ଆମେ ନିଜ ହୃଦୟକୁ ସୁରକ୍ଷା କରିପାରିବା ଓ ଅନୈତିକ କାମ କରିବା ଆଉ ପର୍ନୋଗ୍ରାଫି ଦେଖିବାର ଫାନ୍ଦରୁ ବଞ୍ଚିପାରିବା । ଏହି ଲେଖାରେ ଆମେ ହିତୋପଦେଶ ୯ ଅଧ୍ୟାୟ ଉପରେ ଚର୍ଚ୍ଚା କରିବା, ଯେଉଁଠି ଦୁଇଜଣ ସ୍ତ୍ରୀ ବିଷୟରେ କୁହାଯାଇଛି । ସେମଧ୍ୟରୁ ଜଣେ ମୂର୍ଖତାକୁ ଦର୍ଶାଏ ଓ ଅନ୍ୟଟି ପ୍ରକୃତ ବୁଦ୍ଧିକୁ ଦର୍ଶାଏ । ଏହି ଅଧ୍ୟାୟ ଉପରେ ଚର୍ଚ୍ଚା କରିବା ଦ୍ୱାରା ଆମକୁ ଆଜି ବି ଲାଭ ହେବ ଓ ଭବିଷ୍ୟତରେ ବି ।