ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା

ପାଦଟୀକା

a ଖୁବ୍‌ ଶୀଘ୍ର ମହାକ୍ଳେଶ ଆରମ୍ଭ ହେବାକୁ ଯାଉଛି । ତାହା ବହୁତ କଠିନ ସମୟ ଥିବ । ସେହି ସମୟରେ ଏପରି ଘଟଣାଗୁଡ଼ିକ ଘଟିବ ଯାହା ଏବେ ଯାଏ ଘଟି ନାହିଁ । ଯଦି ଆମେ ଆଜି ଧୈର୍ଯ୍ୟ ଧରିବା, ଭାଇଭଉଣୀମାନଙ୍କୁ ପ୍ରେମ କରିବା ଓ ସେମାନଙ୍କ ପାଇଁ ଆମ ହୃଦୟରେ କରୁଣାର ଭାବନା ଥିବ, ତେବେ ଆମେ ସେହି ସମୟର ସାମନା କରିବା ପାଇଁ ନିଜକୁ ପ୍ରସ୍ତୁତ କରିପାରିବା । ଧ୍ୟାନ ଦିଅନ୍ତୁ ଯେ ପ୍ରଥମ ଶତାବ୍ଦୀର ଖ୍ରୀଷ୍ଟିୟାନମାନେ ଏହି ଗୁଣ କିପରି ଦେଖାଇଲେ, ଆମେ ସେମାନଙ୍କ ଭଳି କିପରି ହୋଇପାରିବା । ଆଉ ଏହି ଗୁଣଗୁଡ଼ିକ ଦେଖାଇବା ଦ୍ୱାରା ଆମେ ମହାକ୍ଳେଶ ପାଇଁ କିପରି ପ୍ରସ୍ତୁତ ରହିପାରିବା ।

ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
ଲଗ ଆଉଟ
ଲଗ ଇନ
  • ଓଡ଼ିଆ
  • ଅନ୍ୟକୁ ପଠାନ୍ତୁ
  • ପ୍ରାଥମିକତା
  • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
  • ବ୍ୟବହାରର ସର୍ତ୍ତାବଳୀ
  • ଗୋପନୀୟତାର ନୀତି
  • ଗୋପନୀୟତା ସେଟିଙ୍ଗ୍‌ସ
  • JW.ORG
  • ଲଗ ଇନ
ଅନ୍ୟକୁ ପଠାନ୍ତୁ