ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା

ପାଦଟୀକା

a ମୃଦୁପଣ ଦେଖାଇବା ଓ ପରିବର୍ତ୍ତନ କରିବାର ମାମଲାରେ ଯିହୋବା ଓ ଯୀଶୁ ସବୁଠୁ ବଢ଼ିଆ ଉଦାହରଣ ଅଟନ୍ତି । ଆଉ ସେମାନେ ଚାହାନ୍ତି ଯେ ଆମେ ବି ସେମାନଙ୍କ ଭଳି ହେଉ । ଯେବେ ଆମେ ପରିବର୍ତ୍ତନ କରିବା ପାଇଁ ପ୍ରସ୍ତୁତ ରହୁ, ତେବେ ପରିସ୍ଥିତି ବଦଳିଲେ ଆମେ ସହଜରେ ପରିବର୍ତ୍ତନ କରିପାରୁ । ଯେପରି, ଯଦି ଆମ ସ୍ୱାସ୍ଥ୍ୟ ଖରାପ ହୋଇଯାଏ କିମ୍ବା ପଇସାର ଅଭାବ ହୁଏ, ତେବେ ତାʼର ସାମନା କରିବା ଆମ ପାଇଁ ଟିକେ ସହଜ ହୋଇଯାଏ । ଆଉ ଯେବେ ଆମେ ଅନ୍ୟମାନଙ୍କ ପାଇଁ ମୃଦୁପଣ ଦେଖାଉ, ତେବେ ମଣ୍ଡଳୀରେ ଶାନ୍ତି ଓ ଏକତା ବଜାୟ ରହେ ।

ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
ଲଗ ଆଉଟ
ଲଗ ଇନ
  • ଓଡ଼ିଆ
  • ଅନ୍ୟକୁ ପଠାନ୍ତୁ
  • ପ୍ରାଥମିକତା
  • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
  • ବ୍ୟବହାରର ସର୍ତ୍ତାବଳୀ
  • ଗୋପନୀୟତାର ନୀତି
  • ଗୋପନୀୟତା ସେଟିଙ୍ଗ୍‌ସ
  • JW.ORG
  • ଲଗ ଇନ
ଅନ୍ୟକୁ ପଠାନ୍ତୁ