ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା

ପାଦଟୀକା

a ଏହା ସତ ଯେ ଦୁନିଆର ପରିସ୍ଥିତି ବହୁତ ଖରାପ ହୋଇ ହୋଇ ଯାଉଛି, କିନ୍ତୁ ଆମେ ବିଶ୍ୱାସ ରଖିପାରିବା ଯେ ଆମ ଭବିଷ୍ୟତ ଭଲ ହେବ । ଯେବେ ଆମେ ବାଇବଲରେ ଦିଆଯାଇଥିବା ଭବିଷ୍ୟତବାଣୀଗୁଡ଼ିକ ଅଧ୍ୟୟନ କରୁ, ତେବେ ଏହି କଥା ଉପରେ ଆମ ବିଶ୍ୱାସ ଆହୁରି ବଢ଼ିଯାଏ । ଏହି ଲେଖାରେ ଆମେ ଜାଣିବା ଯେ ଆମେ ବାଇବଲରେ ଦିଆଯାଇଥିବା ଭବିଷ୍ୟତବାଣୀଗୁଡ଼ିକ କାହିଁକି ଅଧ୍ୟୟନ କରିବା ଉଚିତ୍‌ । ତାʼପରେ ଆମେ ଦାନିୟେଲଙ୍କ ଜରିଆରେ ଲେଖାଯାଇଥିବା ଦୁଇଟି ଭବିଷ୍ୟତବାଣୀ ବିଷୟରେ କଥା ହେବା ଓ ଦେଖିବା ଯେ ତାʼର ଅର୍ଥ ବୁଝିବାରୁ ଆମକୁ କʼଣ ଲାଭ ହୋଇପାରିବ ।

ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
ଲଗ ଆଉଟ
ଲଗ ଇନ
  • ଓଡ଼ିଆ
  • ଅନ୍ୟକୁ ପଠାନ୍ତୁ
  • ପ୍ରାଥମିକତା
  • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
  • ବ୍ୟବହାରର ସର୍ତ୍ତାବଳୀ
  • ଗୋପନୀୟତାର ନୀତି
  • ଗୋପନୀୟତା ସେଟିଙ୍ଗ୍‌ସ
  • JW.ORG
  • ଲଗ ଇନ
ଅନ୍ୟକୁ ପଠାନ୍ତୁ