ପାଦଟୀକା
a ଯୁବାମାନେ, ଯିହୋବା ଜାଣନ୍ତି ଯେ ତମକୁ ଅନେକଥର ଏପରି ପରିସ୍ଥିତିର ସାମନା କରିବାକୁ ପଡ଼ିପାରେ, ଯେବେ ହୁଏତ ତମକୁ ସଠିକ୍ ନିଷ୍ପତ୍ତି ନେବା କଠିନ ଲାଗିପାରେ । ଏପରି ସମୟରେ ଯିହୋବାଙ୍କୁ ଖୁସି କରିବା ଏବଂ ତାଙ୍କ ସହିତ ନିଜର ବନ୍ଧୁତାକୁ ବଜାୟ ରଖିବା ପାଇଁ ତମେ କିପରି ସଠିକ୍ ନିଷ୍ପତ୍ତି ନେଇପାରିବ ? ଆମେ ଏହି ଲେଖାରେ ଏପରି ତିନୋଟି ଯୁବାମାନଙ୍କ ଉଦାହରଣ ଉପରେ ଧ୍ୟାନ ଦେବା, ଯେଉଁମାନେ ଆଗକୁ ଯାଇ ଯିହୁଦାର ରାଜା ହେଲେ । ଧ୍ୟାନ ଦିଅ ଯେ ସେମାନଙ୍କ ନିଷ୍ପତ୍ତିଗୁଡ଼ିକରୁ ତମେ କʼଣ ଶିଖିପାରିବ ।